NBEMSର ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୨୩ରେ NEET PG ପରୀକ୍ଷା ଆୟୋଜିତ ହେବ । ଜୁଲାଇ ୬କୁ FMGE June ଏବଂ GPATପରୀକ୍ଷା ଜୁନ୍ ୮ରେ ଆୟୋଜିତ ହେବ । ସେହିପରି ଏକଜିଟ୍ ପରୀକ୍ଷା ୨୦୨୩ ଏବଂ NBEMS ଡିପ୍ଲୋମା ପ୍ରାକ୍ଟିକାଲ ପରୀକ୍ଷା ଡିସେମ୍ବର ୨୦୨୩ ଏପ୍ରିଲ/ମେ’ରେ ଆୟୋଜିତ ହେବ । ଡିଏନବି/ଡିଆରଏନବି ଫାଇନାଲ ଥିଓରୀ ପରୀକ୍ଷା ଚଳିତ ବର୍ଷ ମେ ୧୫, ୧୬, ୧୭ ଏବଂ ୧୮ରେ ହେବାକୁ ଥିବା ବେଳେ NBEMS ଡିପ୍ଲୋମା ଫାଇନାଲ ପରୀକ୍ଷା ୧୪, ୧୫ ଏବଂ ୧୬ ଜୁନରେ ଅନୁଷ୍ଠିତ ହେବ । ଡିଏନବି ପୋଷ୍ଟ ଡିପ୍ଲୋମା ସିଇଟି(ପିଡିସିଇଟି) ୨୦୨୪ ଜୁଲାଇ ୧୨ ଏବଂ ଅକ୍ଟୋବର ୫ ଏବଂ ୬କୁ ଡିପ୍ଲୋମା ଇନ୍ ଫାର୍ମାସୀ ଏଗଜିଟ୍ ପରୀକ୍ଷା(ଡିପିଇଇ) ଆୟୋଜିତ ହେବ । ଏନେଇ ପରୀକ୍ଷାର୍ଥୀମାନଙ୍କୁ ଇନଫର୍ମେସନ୍ ବୁଲେଟିନ୍/ NBEMSର ଅଫିସିଆଲ ୱେବସାଇଟ୍ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ https://www.natboard.edu.in/viewnotice ମାଧ୍ୟମରେ ପରୀକ୍ଷା କ୍ୟାଲେଣ୍ଡର ଯାଞ୍ଚ କରିପାରିବେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post