ଭାରତୀୟ ସେନାରେ ଅନେକ ସମୟରେ ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ ଆସିଥାଏ । ତେବେ ସେନାରେ ସମୟ ସମୟରେ ବିଟେକ ଏବଂ ବିଇ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବାହାରିଥାଏ । ତେବେ ସେନାରେ ପ୍ରି-ଫାଇନାଲ ଇୟର ୟୁନିଭର୍ସିଟି ସ୍କିମ ଅଧୀନରେ ସେନାରେ ସ୍ଥାୟୀ କମିଶନ ଚାକିରୀ ଉପଲବ୍ଧ ଥାଏ ଯାହା ଅଧୀନରେ ଇଞ୍ଚିନିୟରିଂରେ ସ୍ନାତକ କରୁଥିବା ଛାତ୍ରମାନେ ମଧ୍ୟ ଆବେଦନ କରିପାରିବେ । ତେବେ ବିଶେଷ କଥା ହେଉଛି ଏହା ଅଧୀନରେ ତାଙ୍କର ସ୍ନାତକ କରିବା ସମୟରେ ଅର୍ଥାତ ତୃତୀୟ ବର୍ଷରେ ମଧ୍ୟ ଆବେଦନ କରିପାରିବେ । କ’ଣ ଆପଣ ଜାଣନ୍ତି କି କେଉଁ ଇଞ୍ଜିନିଅରିଂ ଷ୍ଟ୍ରିମରେ ଅଧିକାଂଶ ଚାକିରୀ ସେନାରେ ଉପଲବ୍ଧ? ଆସନ୍ତୁ ଏ ବାବଦରେ ଜାଣିବା ।ଭାରତୀୟ ସେନାରେ ଆଗରୁ ସିଭିଲ ମେକାନିକାଲ ଏବଂ ଇଲେକଟ୍ରୋନିକ ବ୍ୟତୀତ କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଟେକ୍ନୋଲୋଜି, ଇନଫର୍ମେଶନ ଟେକ୍ନୋଲୋଜି, MSc କମ୍ପ୍ୟୁଟର ସାଇନ୍ସ ସାଟେଲାଇଟ କମ୍ୟୁନିକେଶନ, ଟେଲି କମ୍ୟୁନିକେଶନ, ଇକ୍ଟ୍ରେନିକ ଆଣ୍ଡ ଇନଷ୍ଟ୍ରୁମେଶନ ଆଦି ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରି ସାରିଛି ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ