ଉଚ୍ଚଶିକ୍ଷା ବିଭାଗ ଓ ନାସ୍କମ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଥମେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୬୧ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ଯୁକ୍ତ ତିନି ପଢ଼ାଯାଉଥିବା ୮ଟି ବିଶ୍ୱବିଦ୍ୟାଳୟରେ ଏହାକୁ ସାମିଲ୍ କରାଯିବ । ଚୁକ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଏଥିରେ ନାମ ପଞ୍ଜୀକରଣ କରିବାପାଇଁ ନାସ୍କମ୍ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବିଧା ଯୋଗାଇ ଦେବ । ଏହି ପାଠ୍ୟକ୍ରମ ଅନ୍ଲାଇନ୍ ମାଧ୍ୟମରେ ପଢ଼ାଯିବ । ଆଇ.ଟି. କ୍ଷେତ୍ରରେ କାମ କରିବାପାଇଁ ଏହି ଓ ସାର୍ଟିଫିକେଟ୍ ବେଶ୍ ଉପଯୋଗୀ ହୋଇପାରିବ । ଶିଳ୍ପକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାସ୍କମ୍ ଏଭଳି ପାଠ୍ୟକ୍ରମ ଆରମ୍ଭ କରିଛି ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post