ବିଶାଖାପାଟଣାରେ ମାଲାବାର ନୌସେନାଭ୍ୟାସ ଜାରି ରହିଛି। ମିଳିତ ସମରାଭ୍ୟାସରେ ଭାରତ ନୌସେନା ସହ ଜାପାନ ସେନା ଯୋଗ ଦେଇଛି । ସେହିପରି ଆମେରିକା ଓ ଅଷ୍ଟ୍ରେଲିଆ ନୌସେନା ଏଥିରେ ସାମିଲ ହୋଇଛନ୍ତି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନମାନେ ଯୁଦ୍ଧ କୈାଶଳ ଶିକ୍ଷା କରୁଛନ୍ତି । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଗତ ୯ତାରିଖରୁ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଇଣ୍ଡୋ-ପାସିଫିକ ଅଞ୍ଚଳକୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏହି ମିଳିତ ସମରାଭ୍ୟାସ ହେଉଛି । ପାରସ୍ପରିକ ସହଯୋଗ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସହ ପରସ୍ପରଠାରୁ ଯୁଦ୍ଧ କୌଶଳ ଶିକ୍ଷା କରୁଛନ୍ତି ଯବାନ ।
Trending
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
Next Post