ଆଶ୍ବୀନ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ୨୩ ଅକ୍ଟୋବର ୨୦୨୩ ରେ ୦୫.୪୪ ରୁ ୨୪ ଅକ୍ଟୋବର ୨୦୨୩ ରେ ୦୩.୧୪ ଅପରାହ୍ନରୁ ଆରମ୍ଭ ହେବ । ଏହି ଦିନ ମାତା ଦୁର୍ଗା ମହିଷାସୁରାଙ୍କୁ ହତ୍ୟା କରିଥିଲ ।ଦଶହରାରେ ରାବଣ ବଧ ପାଇଁ ପ୍ରଦୋଷ କାଳ ମୂହୂର୍ତ୍ତ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଏ । ୨୪ ଅକ୍ଟୋବର ୨୦୨୩ ରେ ସନ୍ଧ୍ୟା ୦୫.୪୩ ରୁ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ରାବଣ ଦହନ କରାଯାଇପାରିବ ।ଦଶହରାରେ ପୂଜା ପାଇଁ ବିଜୟ ମୂହୂର୍ତ୍ତ ସର୍ବୋତ୍ତମ। ଏହି ଦିନ ବିଜୟ ମୂହୂର୍ତ୍ତ ଦ୍ବିପ୍ରହର ୦୨.୦୪ରୁ ୦୨.୪୯ ପର୍ଯ୍ୟନ୍ତ ହେବ ।ଦଶହରାର ଗୋଟିଏ ଦିନ ପୂର୍ବରୁ ଶସ୍ତ୍ର ପୂଜା କରାଯାଇଥାଏ । ଭଗବାନ ରାମ ରାବଣଙ୍କୁ ହତ୍ୟା କରିବା ପୂର୍ବରୁ ଦେବୀ ଦୁର୍ଗା ଏବଂ ତାଙ୍କ ଅସ୍ତ୍ରକୁ ମଧ୍ୟ ପୂଜା କରିଥିଲେ । ମାନ୍ୟତା ରହିଛି ଯେ ଏପରି କରିବା ଦ୍ବାରା ଶତ୍ରୁ ଶାନ୍ତ ହୋଇଥାଏ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ