ସମଗ୍ର ଓଡିଶାରେ ଜଳ ପ୍ରବାହିତ ହେବା ସହ ଚାରି ଆଡୁ ମାଡିବ ପାଣି । ୭ ଦିନ ହେବ ଭୟଙ୍କର ଝଡ ତୋଫାନ । ଆଉ ମାଡି ଆସୁଛି ଭୟଙ୍କର ପ୍ରଳୟ । ସାତଦିନ ଅନ୍ଧାର ହେବ ଭୟଙ୍କର ପ୍ରଳୟ ହେବ ଏହାକୁ ନେଇ ମାଳିକାରା ଭକ୍ତ ମାନେ କହୁଥିବା ବେଳେ ଏହା ଶୁଣିବା ପରେ କେହି ଭୟଭିତ ହୁଅନ୍ତୁ ନାହିଁ ମାଳିକାର ଭକ୍ତ ମାନେ କହୁଛନ୍ତି ଭଗବାନ ଶରଣଂ ନେଲେ ସବୁ କିଛି ଠିକ୍ ହୋଇଯିବା ଏ ପରି କିଛି କହୁଥିବା ବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବଦଳିବ ବାରମାସ , ହେବ ୧୩ ମାସ ଆଉ ଠିକ୍ ସେହି ସମୟରେ ହେବାକୁ ଯାଉଛି ବିନାଶ । ଆକାଶରୁ ଅଗ୍ନି ବର୍ଷା ହେବା ସହ ସମୁଦ୍ରରୁ ହେବ ଓଲଟା ଲହଡି ଖେଳିବ ଆଉ ଶୁଖିଯିବ ନଦୀ ,ହ୍ରଦ, ପାଣି ପାଇଁ ସମସ୍ତେ ଘୁରି ବୁଲିବେ । ଆଉ ସବୁଠି ମର ଶରୀର ଦୃଶ୍ୟ ମାନ ହେବ ।ବଦଳିଯିବ ଧରାପୃଷ୍ଟର ବାତାବରଣ । ପ୍ରକୃତି ହେବ ଅଶାନ୍ତ ଏମିତି ଅନେକ କିଛି ଖରାପ ହେବାକୁ ଯାଉଛି । କଳିଯୁଗ ଶେଷ ହେବ କିନ୍ତୁ ହଁ ଏଠି ପ୍ରଶ୍ନ ଉଠୁଛି । ଏହା କେତେ ସତ ଏଠି କହିବାକୁ ଚାହିଁବୁ ଏହି ଅଘଟଣ ମାନ ଖୁବ୍ ନିକଟର ଆଉ ଏହା କୌଣସି ମିଥ୍ୟା ନୁହେଁ କି ଏ ସବୁ କହି ଆମେ କାହାକୁ ଭୟଭିତ କରୁ ନାହୁଁ ବରଂ ମାଳିକାରେ ବର୍ଣ୍ଣିତ କଥାକୁ ଆପଣଙ୍କ ସମ୍ନାରେ ଆମେ ରଖୁଛୁ ଯାହା ଦ୍ୱାରା ସମସ୍ତେ ସର୍ତକ ହୋଇଯାଆନ୍ତୁ । ଏକ ନିର୍ଦ୍ଧଷ୍ଟ ସମୟରେ କଳକୀ ଅବତାର ଅବତାରଣ କରିବେ କାଳ ନୀର୍ଘଣ୍ଟ ପରିସଂଖ୍ୟାନରୁ ଜଣାଯାଇଛି ଚୁତଃଯୁଗ ର ପରିଗଣାରେ କଳିଯୁଗର ଆରମ୍ଭ ଏବଂ ଶେଷ ସମୟ ରେଖା ୫୦୦ ସହସ୍ର ମଧ୍ୟରେ ସୀମିତ ଏମିତି ଅନେକ କିଛି ଆଗାମୀ ସନ୍ଦେଶ ମାଳିକା ପୁସ୍ତକରେ ଦେଖିବାକୁ ମିଳିବ , ଆସି ଯାଇଛି କଳିଯୁଗର ଅନ୍ତ ସମୟ । ଯେଉଁ ସବୁ କଥା ମହାପୁରୁଷ ମାନେ କହି ଯାଇଚନ୍ତି ତାହା କେବେ ବି ଅନ୍ୟଥା ଯିବ ନାହିଁ ।
Trending
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
Prev Post
Next Post