ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ । ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର ରାତିରେ ରାମଲାଲା ମୂର୍ତ୍ତିର ପ୍ରଥମ ଝଲକ ପ୍ରକାଶ ପାଇଛି। ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି।ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଜାନୁଆରୀ ୧୬ ରୁ ଆରମ୍ଭ ହୋଇଛି। ଜାନୁୟାରୀ ୧୭ (ବୁଧବାର) ଦିନ ପବିତ୍ର ମନ୍ଦିରରେ ସ୍ଥାପନ ହେବାକୁ ଥିବା ୨୦୦ କିଲୋଗ୍ରାମ ଓଜନର ରାମଲାଲାର ନୂତନ ପ୍ରତିମା ଗତକାଲି ଜନାଭୁମି ମନ୍ଦିର ପରିସରକୁ ଅଣାଯାଇ ଗୁରୁବାର ପବିତ୍ର ଗର୍ଭଗୃହରେ ରଖାଯାଇଛି। ଏହାପୂର୍ବରୁ ମନ୍ଦିର ପରିସରରେ ରାମ ଲାଲାଙ୍କ ପ୍ରତିମାକୁ ନେଇ ମନ୍ଦିର ଚାରି ପାଖରେ ପରିକ୍ରମା କରିବାର ଯୋଜନା ଥିଲା, କିନ୍ତୁ ପ୍ରତିମାଙ୍କ ଓଜନ ହେତୁ ରାମ ଲାଲାର ୧୦ କିଲୋଗ୍ରାମ ରୂପା ପ୍ରତିମାକୁ ପରିକ୍ରମାରେ ନିଆଯାଇଥିଲା।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Next Post