ଆଶ୍ବୀନ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ୨୩ ଅକ୍ଟୋବର ୨୦୨୩ ରେ ୦୫.୪୪ ରୁ ୨୪ ଅକ୍ଟୋବର ୨୦୨୩ ରେ ୦୩.୧୪ ଅପରାହ୍ନରୁ ଆରମ୍ଭ ହେବ । ଏହି ଦିନ ମାତା ଦୁର୍ଗା ମହିଷାସୁରାଙ୍କୁ ହତ୍ୟା କରିଥିଲ ।ଦଶହରାରେ ରାବଣ ବଧ ପାଇଁ ପ୍ରଦୋଷ କାଳ ମୂହୂର୍ତ୍ତ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଏ । ୨୪ ଅକ୍ଟୋବର ୨୦୨୩ ରେ ସନ୍ଧ୍ୟା ୦୫.୪୩ ରୁ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ରାବଣ ଦହନ କରାଯାଇପାରିବ ।ଦଶହରାରେ ପୂଜା ପାଇଁ ବିଜୟ ମୂହୂର୍ତ୍ତ ସର୍ବୋତ୍ତମ। ଏହି ଦିନ ବିଜୟ ମୂହୂର୍ତ୍ତ ଦ୍ବିପ୍ରହର ୦୨.୦୪ରୁ ୦୨.୪୯ ପର୍ଯ୍ୟନ୍ତ ହେବ ।ଦଶହରାର ଗୋଟିଏ ଦିନ ପୂର୍ବରୁ ଶସ୍ତ୍ର ପୂଜା କରାଯାଇଥାଏ । ଭଗବାନ ରାମ ରାବଣଙ୍କୁ ହତ୍ୟା କରିବା ପୂର୍ବରୁ ଦେବୀ ଦୁର୍ଗା ଏବଂ ତାଙ୍କ ଅସ୍ତ୍ରକୁ ମଧ୍ୟ ପୂଜା କରିଥିଲେ । ମାନ୍ୟତା ରହିଛି ଯେ ଏପରି କରିବା ଦ୍ବାରା ଶତ୍ରୁ ଶାନ୍ତ ହୋଇଥାଏ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ