ଟିକାକରଣରେ ଭାରତର ରେକର୍ଡ କରିଛି । ଭାରତ ବିଶ୍ବରେ ସର୍ବାଧିକ ଟିକା ଦେଇଥିବା ଦେଶ ହୋଇଛି । 2 ବିଲିୟନ COVID-19 ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ୫୪୮ ଦିନରେ ୨୦୦ କୋଟିରୁ ଅଧିକ ଦେଇ ରେକର୍ଡ କରିଛି ଭାରତ । ୨୦୨୧ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିବା ଟିକାକରଣ ଏକ ବଡ ରେକର୍ଡ ସୃଷ୍ଟି କରିଛି ।ଭାରତରେ ଏବେ ବି ଟିକାକରଣ ଅଭିଯାନ ଜାରି ରହିଛି । ଆଜାଦି କି ଅମୃତ ମହୋତ୍ସବରେ ସରକାର ୧୮ରୁ ୫୯ ବର୍ଷର ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜର ଘୋଷଣା କରିଛନ୍ତି । ୧୫ ଜୁଲାଇରୁ ଏହା ଆରମ୍ଭ ହୋଇଛି । ସେହିପରି ଦେଶରେ ୧୨ ବର୍ଷରୁ ଅଧିକ ଶିଶୁଙ୍କୁ ଟିକାକରଣ ଜାରି ରହିଛି ।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post