ଭାରତୀୟ ବଜାରରେ ସିଏନଜି ବାଇକର ଅପ୍ସନକୁ ଏକ୍ସପ୍ଲୋର କରୁଛି । ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଭେଇକିଲର ମୂଲ୍ୟକୁ ହ୍ରାସ କରିବା ଏବଂ ପ୍ରଦୂଷଣକୁ କମ କରିବା । ମିଡିଆ ରିପୋର୍ଟ ଅନୁସାରେ ବଜାଜ ବର୍ତ୍ତମାନ ଏକ ସିଏନଜି-କମ-ପେଟ୍ରୋଲ ବାଇକରେ କାମ କରୁଛି, ଯାହାର ଇଣ୍ଟରନାଲ କୋଡେନମ ହେଉଛି ବ୍ରୁଇଜର E101 ଏବଂ ଏହା ପ୍ରାୟ ଡେଭଲପମେଣ୍ଟର ଶେଷ ପର୍ଯ୍ୟାୟରେ ରହିଛି ।ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ପ୍ଲାନ ଅପୁସାରେ ହୁଏ ତେବେ ଏହା ୬ରୁ ୧ ବର୍ଷ ମଧ୍ୟରେ ବଜାରକୁ ଆସିବ । ଏହା ପୂର୍ବରୁ ହିଁ କିଛି ପ୍ରୋଟୋଟାଇପ ୟୁନିଟ୍ ପ୍ରସ୍ତୁତ ହୋଇସାରିଛି । ଏହା ୧୧୦ ସିସି ବାଇକ୍ ହୋଇପାରେ । ଅରମ୍ଭରେ ଏହା କମ୍ପାନୀର ଔରଙ୍ଗାବାଦ ଫେସିଲିଟିରେ ପ୍ରଡକ୍ସନ କରାଯିବାର ଯୋଜନା ରହିଛି ଏବଂ ପରେ ଏହାକୁ ପନ୍ତ ନଗର ଫେସିଲିଟିରେ ପ୍ରଡକ୍ସନ କରାଯିବାର ପ୍ଲାନ ହୋଇଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post