ଭାରତରେ Yamaha Aerox 155ର ନୂଆ Monster Energy MotoGP ଏଡିସନ୍ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧,୪୮,୩୦୦ ଟଙ୍କା ରଖାଯାଇଛି । ଏହି ମ୍ୟାକ୍ସି ସ୍କୁଟରର MotoGP ଏଡିସନ୍ ଲଞ୍ଚ କରିବା ପୂର୍ବରୁ କମ୍ପାନୀ R15M, MT-15 ଏବଂ Ray ZR 125ର MotoGP ଏଡିସନ୍ ମଧ୍ୟ ଲଞ୍ଚ କରିଛି । କିନ୍ତୁ ମେକାନିକାଲ ଏରୋକ୍ସରେ ଏରକ୍ସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଷ୍ଟାଣ୍ଡାର୍ଡ ଏରକ୍ସ ତୁଳନାରେ ମୋଟୋ ଜିପି ଏଡିସନକୁ କସମେଟିକ୍ ଏବଂ ଫିଚର ଅପଡେଟ୍ ଦିଆଯାଇଛି ।ଏହି ସ୍କୁଟରରେ ଅଲ-ଏଲଇଡି ଲାଇଟିଙ୍ଗ୍, ବ୍ଲୁଟୁଥ୍-ଏନେବଲ୍ଡ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ମଲ୍ଟିଫଙ୍କ୍ସନ୍ କି, ଅଟୋମେଟିକ ଷ୍ଟାର୍ଟ ଏବଂ ଷ୍ଟପ୍ ସିଷ୍ଟମ୍, ସାଇଡ୍-ଷ୍ଟାଣ୍ଡ ଇଞ୍ଜିନ୍ କଟ୍ ଅଫ୍ ଫଙ୍କ୍ସନ୍ ଏବଂ ସିଙ୍ଗଲ୍ ଚ୍ୟାନେଲ୍ ABS ମିଳିଥାଏ । ମ୍ୟାକ୍ସି ସ୍କୁଟରର ହାର୍ଡୱେରରେ ସସ୍ପେନ୍ସନ ପାଇଁ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କସ୍ ଏବଂ ଟ୍ଵିନ୍ ସାଇଡେଡ୍ ରିୟର ସ୍ପି୍ରଙ୍ଗ୍ସ ସାମିଲ ରହିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post