ଭାରତରେ Yamaha Aerox 155ର ନୂଆ Monster Energy MotoGP ଏଡିସନ୍ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧,୪୮,୩୦୦ ଟଙ୍କା ରଖାଯାଇଛି । ଏହି ମ୍ୟାକ୍ସି ସ୍କୁଟରର MotoGP ଏଡିସନ୍ ଲଞ୍ଚ କରିବା ପୂର୍ବରୁ କମ୍ପାନୀ R15M, MT-15 ଏବଂ Ray ZR 125ର MotoGP ଏଡିସନ୍ ମଧ୍ୟ ଲଞ୍ଚ କରିଛି । କିନ୍ତୁ ମେକାନିକାଲ ଏରୋକ୍ସରେ ଏରକ୍ସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଷ୍ଟାଣ୍ଡାର୍ଡ ଏରକ୍ସ ତୁଳନାରେ ମୋଟୋ ଜିପି ଏଡିସନକୁ କସମେଟିକ୍ ଏବଂ ଫିଚର ଅପଡେଟ୍ ଦିଆଯାଇଛି ।ଏହି ସ୍କୁଟରରେ ଅଲ-ଏଲଇଡି ଲାଇଟିଙ୍ଗ୍, ବ୍ଲୁଟୁଥ୍-ଏନେବଲ୍ଡ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ମଲ୍ଟିଫଙ୍କ୍ସନ୍ କି, ଅଟୋମେଟିକ ଷ୍ଟାର୍ଟ ଏବଂ ଷ୍ଟପ୍ ସିଷ୍ଟମ୍, ସାଇଡ୍-ଷ୍ଟାଣ୍ଡ ଇଞ୍ଜିନ୍ କଟ୍ ଅଫ୍ ଫଙ୍କ୍ସନ୍ ଏବଂ ସିଙ୍ଗଲ୍ ଚ୍ୟାନେଲ୍ ABS ମିଳିଥାଏ । ମ୍ୟାକ୍ସି ସ୍କୁଟରର ହାର୍ଡୱେରରେ ସସ୍ପେନ୍ସନ ପାଇଁ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କସ୍ ଏବଂ ଟ୍ଵିନ୍ ସାଇଡେଡ୍ ରିୟର ସ୍ପି୍ରଙ୍ଗ୍ସ ସାମିଲ ରହିଛି ।
Trending
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
Prev Post