୭୦ ହଜାର ଟପିଲା ବିଏସଇ ସେନସେକ୍ସ
୭୦ ହଜାର ଟପିଲା ବିଏସଇ ସେନସେକ୍ସ । ସେନସେକ୍ସ ସୂଚକାଙ୍କ ସୋମବାର ୭୦ ହଜାର ପାର କରିଛି । ଆରମ୍ଭରୁ ସାମାନ୍ୟ ବୃଦ୍ଧି ବଢିବାକୁ ଲାଗିଥିବା ସେନସେକ୍ସ ସୂଚକାଙ୍କ । ଏହାର କିଛି ସମୟରେ ୨ଶହ ଅଙ୍କ ବଢି ୭୦ ହଜାର ଛୁଇଁଥିଲା ବିଏସଇ ସେନସେସ୍କ । ୭୦ ହଜାର ଛୁଇଁ ବିଏସଇ ସେନସେକ୍ସ ନୂଆ ରେକର୍ଡ କରିଛି । ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେନସେକ୍ସ । ସେହିପରି ନ୍ୟାସନାସ ଷ୍ଟକ ଏକ୍ସଚେଂଜ ନିଫିଟି ମଧ୍ୟ ବଢି ୨୧ ହଜାର ପାର କରିଛି । ଆରମ୍ଭରୁ ସେସେକ୍ସର ୨୦ ସେୟାରର ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।