ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେ ସେଲରେ ଆପଲ୍ଆଇଫୋନ୍ ୧୪ ପ୍ଲସ କିଣିପାରିନାହାଁନ୍ତି ତାହେଲେ ଏବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ । କୁହାଯାଉଛି ଯେ ଆଇଫୋନ୍ ୧୫ ପ୍ଳସ୍, ଆପଲ ଆଇଫୋନ୍ ୧୪ ପ୍ଲସ ଆଡକୁ ଧ୍ୟାନ କେନ୍ଦ୍ରୀଭୂତ କରୁଛି । Apple iPhone 14 Plus ଏବେ ବି ଜବରଦସ୍ତ ଡିସକାଉଣ୍ଟରେ ଉପଲବ୍ଧ ରହିଛି ।ଆପଲ୍ ଆଇଫୋନ୍ ୧୪ ପ୍ଲସ ବର୍ତ୍ତମାନରେ ଫ୍ଲିପକାର୍ଟ ସେଲରେ ୧୦,୯୦୧ ଟଙ୍କାର ଡିସକାଉଣ୍ଟ ପରେ ୬୮,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ଏହାବ୍ୟତୀତ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ଇଏମଆଇରେ ୭୫୦ ଟଙ୍କାର ଡିସକାଉଣ୍ଟ ମଧ୍ୟ ପାଇପାରିବେ ଆପଣ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post