ପୂଜାଋତୁ ପାଇଁ ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍
ଆସୁଛି ପାର୍ବଣ ଋତୁ । ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହି ସେଲ୍ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍ ସବୁ ମିଳିବାକୁ ଯାଉଛି। ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରିବାକୁ ଯାଉଛି। ବିଲିୟନ୍ ଡେଜ୍ ସେଲ୍-୨୦୨୩ ପାଇଁ କମ୍ପାନି ଏକ ଟିଜର୍ ଜାରି କରିଛି। ଏଥିରେ ସେଲ୍ଫୋନ୍ରୁ ନେଇ ଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବମ୍ପର୍ ଅଫର୍ ପ୍ରଦାନ କରିବାକୁ ଯାଉଛି ଫ୍ଲିପ୍କାର୍ଟ। ଡିସ୍କାଉଣ୍ଟ୍ରୁ ନେଇ ନୋ କଷ୍ଟ୍ ଇଏମ୍ଆଇ, ଏକ୍ସଚେଞ୍ଜ୍ ଅଫର୍ ଓ ଅନ୍ୟାନ୍ୟ ସୁବିଧା ବି ମିଳିବ ଏଥର ସେଲ୍ରେ ।