ଖୁବ ଶିଘ୍ରୀ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା
ଆଜିକାଲି ଯୁଗରେ କ୍ୟାବ୍ ଉପରେ ପ୍ରାୟ ଅଧିକାଂଶ ଲୋକ ନିର୍ଭରଶୀଳ। ତାହାର ଭର୍ପୂର୍ ଫାଇଦା ଉଠାଉଛନ୍ତି କ୍ୟାବ ଚାଳକ। ପ୍ରତିଦିନ ଓଲା-ଉବର ଟ୍ୟାକ୍ସି ସେବାକୁ ନେଇ ବିଭିନ୍ନ ଅଭିଯୋଗ ଆସୁଛି। ଅପରିଷ୍କାର କାର, ମନମୁଖୀ ଭଡ଼ା ଏବଂ ଯାତ୍ରା ବାତିଲକରଣ ଆଦି ଅନେକ ସମସ୍ୟାର ସାମ୍ନା କରୁଛନ୍ତି ଲୋକେ।