ଭାରତୀୟ ବଜାରରେ ସିଏନଜି ବାଇକର ଅପ୍ସନକୁ ଏକ୍ସପ୍ଲୋର କରୁଛି । ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଭେଇକିଲର ମୂଲ୍ୟକୁ ହ୍ରାସ କରିବା ଏବଂ ପ୍ରଦୂଷଣକୁ କମ କରିବା । ମିଡିଆ ରିପୋର୍ଟ ଅନୁସାରେ ବଜାଜ ବର୍ତ୍ତମାନ ଏକ ସିଏନଜି-କମ-ପେଟ୍ରୋଲ ବାଇକରେ କାମ କରୁଛି, ଯାହାର ଇଣ୍ଟରନାଲ କୋଡେନମ ହେଉଛି ବ୍ରୁଇଜର E101 ଏବଂ ଏହା ପ୍ରାୟ ଡେଭଲପମେଣ୍ଟର ଶେଷ ପର୍ଯ୍ୟାୟରେ ରହିଛି ।ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ପ୍ଲାନ ଅପୁସାରେ ହୁଏ ତେବେ ଏହା ୬ରୁ ୧ ବର୍ଷ ମଧ୍ୟରେ ବଜାରକୁ ଆସିବ । ଏହା ପୂର୍ବରୁ ହିଁ କିଛି ପ୍ରୋଟୋଟାଇପ ୟୁନିଟ୍ ପ୍ରସ୍ତୁତ ହୋଇସାରିଛି । ଏହା ୧୧୦ ସିସି ବାଇକ୍ ହୋଇପାରେ । ଅରମ୍ଭରେ ଏହା କମ୍ପାନୀର ଔରଙ୍ଗାବାଦ ଫେସିଲିଟିରେ ପ୍ରଡକ୍ସନ କରାଯିବାର ଯୋଜନା ରହିଛି ଏବଂ ପରେ ଏହାକୁ ପନ୍ତ ନଗର ଫେସିଲିଟିରେ ପ୍ରଡକ୍ସନ କରାଯିବାର ପ୍ଲାନ ହୋଇଛି ।
Trending
- ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ
- ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରକ୍ଷା ବନ୍ଧନରେ କୁନି ଶିଶୁର ଅନୁରୋଧକୁ ରକ୍ଷା କଲେ ପ୍ରଧାନମନ୍ତ୍ର
- ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି
- ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା
- ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ୩୦ହଜାର କୋଟିର ଉପହାର ଘୋଷଣା କଲେ କେନ୍ଦ୍ର ସରକାର
- ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଶ୍ରୀ ଶିବରାଜ ସିଂହ
- ୧୧ତମ ଜାତୀୟ ହସ୍ତତନ୍ତ ଦିବସରେ ସମ୍ମାନଜନକ ହସ୍ତତନ୍ତ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ
- ମାଲ ପରିବହନକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ
- ଭାରତ କେବେବି ଏହାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ – ପ୍ରଧାନମନ୍ତ୍ରୀ
Prev Post