ପପୁ ଯାଦବ କଂଗ୍ରେସକୁ କାହିଁକି ସତର୍କ କରାଇଲେ?

ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ଆଲାଇନ୍ସ ବିହାରରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ଏନଡିଏ ଏହାର ବିଜୟ ବଜାୟ ରଖିଥିଲା।…

ବିଏସଏନଏଲ ସହ ଚୁକ୍ତି କରିବା ଟାଟା

ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି | କେବଳ ଏତିକି ନୁହେଁ, ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀମାନେ ଅଧିକରୁ ଅଧିକ ମୋବାଇଲ୍ ନମ୍ବରକୁ ବିଏସଏନଲକୁ ପୋର୍ଟ କରୁଛନ୍ତି | ଏହା ବ୍ୟତୀତ ସୋସିଆଲ…

ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ

ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର…

ଥମୁନି ମଣିପୁର ହିଂସା!

ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଆହତ…

ଟ୍ରମ୍ପ୍‌ଙ୍କୁ ଆକ୍ରମଣ ଘଟଣାକୁ ନେଇ ଏମିତି କହିଲା ରୁଷିଆ

ଆଗାମୀ ନିର୍ବାଚନ ପାଇଁ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ପେନ୍‌ସିଲ୍‌ଭାନିଆର ବଟଲର ସହରରେ ଏକ ପ୍ରଚାର ରାଲିକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଜଣେ ଯୁବ ଶୁଟର ଟ୍ରମ୍ପ୍‌ଙ୍କୁ ଟାର୍ଗେଟ କରି ଏକାଧିକ ଗୁଳିମାଡ଼ କରିଥିଲେ। ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି…

୨୪ ଘଣ୍ଟାରେ ପ୍ରବଳ ବରଷିବ

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର…

ଆଜି ବାହୁଡ଼ିବେ ମହାବାହୁ

ଆଜି ବାହୁଡ଼ା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସବୁ ଲିଳାଖେଳା ସାରିବା ନୀଳକନ୍ଦରକୁ ବାହୁଡ଼ିିବେ ନୀଳାଦ୍ରୀନାଥ  ଏଥିପାଇଁ ସରିଛି ସବୁ ପ୍ରସ୍ତୁତି।ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡ଼ା ନୀତି ପାଇଁ ଆଡପ ମଣ୍ଡପରେ…

ମୁମ୍ବାଇରେ ଆଇଏନ୍‌ଏସ୍‌ ଟାୱାର ଉଦ୍‌ଘାଟିତ

ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଆଇଏନ୍‌ଏସ୍‌ ଟାୱାରକୁ ଆଜି ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତି‌ରେ ଏହି ନୂଆ କାର୍ଯ୍ୟାଳୟ ଆଇଏନ୍‌ଏସ୍‌ ସଦସ୍ୟମାନଙ୍କର ଆବଶ୍ୟକତାକୁ…

ଏକ୍ସରେ ରେକର୍ଡ କଲେ ମୋଦି

ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍‌ ୧୦ କୋଟି ଫଲୋୟର୍ସ ଅତିକ୍ରମ କରିଛନ୍ତି। ଏହା ସହିତ ସେ ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି।ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୩୮.୧ ମିଲିୟନ ଫଲୋୟର୍ସ ), ଦୁବାଇ…

ବାହାର ରତ୍ନଭଣ୍ଡାର ରୁ ରତ୍ନ ସ୍ଥାନାନ୍ତର ହେଲା, ଭିତର ଭଣ୍ଡାର ରତ୍ନ ପରେ ସ୍ଥାନାନ୍ତର ହେବ

ସରିଲା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାର ପ୍ରଥମ ଦିନର କାର୍ଯ୍ୟ । ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ଖୋଲାଗଲା । ବାହାର ରତ୍ନଭଣ୍ଡାର ରୁ ରତ୍ନ ସ୍ଥାନାନ୍ତର ହେଲା । ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ତାନାନ୍ତରିତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସମୟ…