ଲୁଣ ବାରମ୍ବାର ହାତରୁ ଖସି ପଡ଼ିବା ଅଶୁଭ
ଆପଣଙ୍କ ଜୀବନରେ ସବୁକିଛି ଠିକ୍ଠାକ୍ ଚାଲୁଥିଲେ ବି ବେଳେ ବେଳେ ଏପରି କିଛି ପୂର୍ବ ଆଭାସ ମିଳେ ଯାହା କି ଭବିଷ୍ୟତରେ ହେବାକୁ ଥିବା ଅନିଷ୍ଟକୁ ସୂଚାଇ ଥାଏ। ତେଣୁ ବେଳ ଥାଉ ଥାଉ ପୂର୍ବ ଆଭାସର ଅର୍ଥ ବୁଝି ତାହାର ପ୍ରତିକାର କରିନେବା ଭଲ ।
ରୋଷେଇ ଘରେ ଏପରି କିଛି ଜିନିଷ ଅଛି ଯାହାକି…