ଘୂର୍ଣ୍ଣିବଳୟ ସକ୍ରିୟ

ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଳବନ୍ଦୀ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।…

ଡ଼ିଜିପି ହେବେ ଆଇପିଏସ ୱାଇ.ବି ଖୁରାନିଆ

କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା…

ବିଜେଡି ବସା ଖାଲି ହୋଇଯିବ – ବିଜେପି ନେତା ଅରବିନ୍ଦ ଢାଲି

ବିଜେଡି ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଛାଡି ପଦ୍ମ ଧରିବା ପରେ ବିଜେପି ନେତା ଅରବିନ୍ଦ ଢାଲି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭବିଷ୍ୟତରେ ବିଜେଡି ଆଉ ରହିବ ନାହିଁ । ବିଜେଡି ବସା ଖାଲି ହୋଇଯିବ । ବିଜେପି ହେଲା…

TTEରୁ OSD ହେଲେ ସ୍ୱପ୍ନିଲ

ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁସାଲେ । ଆଉ ଏହାପରେ ରେଳ ବିଭାଗରେ ଟିଟିଇରୁ ତାଙ୍କୁ ଓଏସଡି ଭାବେ…

ଇଲେକ୍ଟୋରାଲ ବଣ୍ଡ ମାମଲାରେ ହେବନି ଏସଆଇଟି ଯାଞ୍ଚ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ଏସଆଇଟି ଯାଞ୍ଚ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଏସଆଇଟି ଯାଞ୍ଚ ହେବନି ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ କହିଛନ୍ତି ଯେ, ନିୟମ ମୁତାବକ ଏହି ଆବେଦନକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଆବେଦନକାରୀ ଏହା ବିରୋଧରେ ହାଇକୋର୍ଟ…

ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି

ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣରେ ୨୪.୯୮% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସଟି ସଂଗ୍ରହ ପରିମାଣ ୨୦୩୫.୧୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ୧୬୨୮.୪୩ କୋଟି ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ…

ଦିଲ୍ଲୀ କୋଚିଂ ସେଣ୍ଟର ମାମଲା : ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶି ୩ଜଣଙ୍କ ମତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ । ଗତ କିଛି ଦିନ ହେବ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ବିରୋଧରେ ନାରାବାଜୀ ଓ ଆନ୍ଦୋଳନ ଜାରି ରହିଥିଲା । ପୂର୍ବରୁ ମୃତ ଛାତ୍ରଛାତ୍ରୀଙ୍କ ପରିବାକୁ…

ଭୁବନେଶ୍ୱରରେ ପହଞ୍ଚିଲା ୟୁପି ଆଳୁ

ଆଜି ୟୁପିରୁ ତିନୋଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି । ଆଉ ୭ଟି ଆଳୁ ଟ୍ରକ ଆଜି ପହଞ୍ଚିବ । ଆଗକୁ ଆଳୁ ଦର ଧିରେ ଧୀରେ କମିବ । ପ୍ରତି ଗାଡ଼ିରେ ୩୦ ଟନ ଆଳୁ ଥିବା ବେଳେ ୧୦ଟି ଆଳୁ ଗାଡ଼ିରେ ୩ ଶହ ଟନ ଆଳୁ ପର୍ଯ୍ୟାୟ କ୍ରମେ ଆଜି ଭୁବନେଶ୍ଵରରେ ପହଞ୍ଚିବ । ଉତ୍ତରପ୍ରଦେଶରୁ…

ଅସହ୍ୟ ହେଉଛି କି ପିଠି ଯନ୍ତ୍ରଣା ?

ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ, ଯାହାର ପରିଣତି ହେଉଛି କମ୍ ବୟସରୁ ଲୋକଙ୍କ ବୟସ ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ ୧୫ ମିନିଟ୍ ସମୟ ନିଶ୍ଚୟ…

ବଲିଉଡ ବନାମ ସାଉଥ ଫାଇଟ

ଚଳିତବର୍ଷ ଅନେକ ଭଲ ସିନେମା ରିଲିଜ ହୋଇଛି । ଯାହା ନୂଆ ଟ୍ରେଣ୍ଡ ବି ସୃଷ୍ଟି କରି ପାରିଛି । କିନ୍ତୁ, ଅସଲ ରୋମାଞ୍ଚ ତ ସ୍ୱାଧୀନତା ଦିବ ଦିନ ହେବାକୁ ଯାଉଛି । ଏହି ସ୍ୱାଧୀନତା ଦିବସରେ ସ୍ୱାଧୀନ ଭାବରେ ୫ ଟି ସିନେମା ରିଲିଜ ହେବ । ବକ୍ସ ଅଫିସରେ ଏହି ୫ ଟି ସିନେମା ସୌରମଣ୍ଡଳ ଭଳି ନିଜ ନିଜ…