ଆଜି ୨୯ତମ ଜନ୍ମ ଦିନ ପାଳିବ ବିଜେଡ଼ି, ସଜେଇ ହୋଇଛି ଶଙ୍ଖ ଭବନ

ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମ ଦିନ। ବିଜେଡି ପ୍ରତିଷ୍ଠା ଦିବସ ଆୟୋଜନ ଭିତରେ ବେଶ ଉତ୍ସାହିତ ଦଳର ଅନେକ ନେତା ଓ ତୃଣମୂଳ ସ୍ତରର କର୍ମୀ । ସଜେଇ ହୋଇଛି ଶଙ୍ଖ ଭବନ। ପ୍ରତିଷ୍ଠା ଦିବସରେ ଉତ୍ସବରେ ସାମିଲ ହେବେ ସୁପ୍ରିମୋ ନବୀନ ପଟ୍ଟନାୟକ। କି ବାର୍ତ୍ତା ଦେବେ ନବୀନ? ଏହା ଉପରେ ସବୁ…

୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ହେଲିକପ୍ଟର ଯୋଗେ ପୂର୍ବାହ୍ନରେ କେନ୍ଦୁଝର ଏୟାରଷ୍ଟ୍ରିପ୍ ରାଇସୁଆଁରେ ଅବତରଣ କରିବା ପରେ ପଳାଶପଙ୍ଗା ପ୍ରାଥମିକ ସମବାୟ ସମିତିରେ ଧାନକ୍ରୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…

ଅଧା ଓଡ଼ିଶାରେ ଆଜି ଘନ କୁହୁଡ଼ି , ବିମାନ ଠୁ ଗାଡ଼ି ସବୁ ଅଚଳ

ପାହାନ୍ତିଆରୁ ଘନ କୁହୁଡ଼ି ମାଡ଼ି ଆସିଲା । ୧୦ ମିଟର ଆଗକୁ କିଛି ଦେଖାଗଲାନି । ଜାତୀୟ ରାଜପଥରେ ଅଟକି ରହିଲା ଗାଡ଼ି । ଭୁବନେଶ୍ୱର ବିମାନବନ୍ଦର ହୋଇଗଲା ଅଚଳ । ସକାଳ ୯ଟା ପର୍ଯ୍ୟନ୍ତ ଉଡ଼ିଲା ନାହିଁ କୌଣସି ବିମାନ । ପୁରୀରେ ନୀଳଚକ୍ର ବି ଦେଖାଗଲାନି । ଅଧା ଓଡ଼ିଶାରେ ଆଜି ଘନ କୁହୁଡ଼ି ଏମିତି…

ଆଜିର ରାଶିଫଳ

ମେଷ: ପୁଣ୍ୟ କର୍ମାଦି ହେତୁ ଲକ୍ଷ୍ମୀ ବରଦାୟିକା ହୋଇ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ପ୍ରଭାବଶାଳୀ ହେବେ। ନୀତିମାନ୍‌ ଓ ପୁତ୍ର ଲାଭକାରୀ ହେବେ। ବନ୍ଧୁବାନ୍ଧବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ: ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହେବେ।…

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ , ସୋସିଆଲ ମିଡିଆରେ କଲେ ପୋଷ୍ଟ

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଜଣାଇବା ସହ ପ୍ରଶାସନଠାରୁ ତୁରନ୍ତ ସାହାଯ୍ୟ ଲୋଡ଼ିଛନ୍ତି। ଭିଡିଓରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି। ପ୍ରଥମେ କୋଟିଏ ଟଙ୍କା ମାଗିଥିଲେ ଏବେ…

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ , ପ୍ରତିବାବ କଲା ଭାରତ

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ । ଭାଙ୍ଗିଦେଲେ ମୂର୍ତ୍ତି । ପ୍ରତିବାବ କଲା ଭାରତ । ଥାଇଲାଣ୍ଡ ଏବଂ କମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାକୁ ଜୋରଦାର ବିରୋଧ କରିଛି ଭାରତ । ଏହା କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଥିବା ବୈଦେଶିକ ମନ୍ତ୍ରାଳୟ…

ଐତିହାସିକ କ୍ୟାଥେଡ୍ରଲ ଚର୍ଚ୍ଚ ଅଫ ଦି ରିଡେମ୍ପସନର ସକାଳ ପ୍ରାର୍ଥନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବଡ଼ ଦିନ ଅବସରରେ ଦିଲ୍ଲୀର ଐତିହାସିକ କ୍ୟାଥେଡ୍ରଲ ଚର୍ଚ୍ଚ ଅଫ ଦି ରିଡେମ୍ପସନର ସକାଳ ପ୍ରାର୍ଥନାରେ ଅଂଶଗ୍ରହଣ କରିଛନ୍ତି। ଏହି ସଭାରେ ଦିଲ୍ଲୀ ଓ ଉତ୍ତର ଭାରତର ଖ୍ରୀଷ୍ଟିୟ ସମୂଦାୟର ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଭାରେ ପ୍ରାର୍ଥନା,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ ପାଇଁ ଆବେଦନ ଆରମ୍ଭ

ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବେ ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ ପାଇଁ ୨୪…

ରାଜଧାନୀରେ ସକାଳୁ ସକାଳୁ କୁହୁଡି, ଗାଡି ଚଳାଚଳରେ ବାଧାପ୍ରାପ୍ତ

ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ। ବରଂ କୁହୁଡ଼ି ବଢ଼ିବ। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ। ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ।। ୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…

ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ, ସବୁଠି ସଜେଇ ହୋଇଛି ଚର୍ଚ୍ଚ

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥିଲେ ତ କିଏ ମହମବତୀ ବତୀ। କ୍ରିସମାସ୍ କ୍ୟାରୋଲସ୍ ରେ ଗଞ୍ଜରୁଥାଏ ଚର୍ଚ୍ଚ ପରିସର।…