ହମାସ ଟାର୍ଗେଟରେ ଇସ୍ରାଏଲ

ହମାସ ନିଜର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପରେ ଏମ-୯୦ ରକେଟରେ ଆକ୍ରମଣ କରିଛି। ପାଲେଷ୍ଟାଇନ ଗ୍ରୁପ ଇସ୍ରାଏଲର ରାଜଦାନୀ ତେଲ ଅବୀବ ସମେତ ଅନେକ ସହରକୁ ଟାର୍ଗେଟ କରାଯାଇଛି। ସଶସ୍ତ୍ର ବାହିନୀ ଅଲ-କସ୍‌ସାମ ବ୍ରିଗେଡ ଆକ୍ରମଣର ସୂଚନା ଦେଇ କହିଛନ୍ତି ଯେ, ସେ ଦୁଇଟି ଏମ୯୦ ରକେଟରେ ତେଲ ଅବୀବ…

ଆଜିଠୁ ବଢିବ ବର୍ଷା

ଓଡ଼ିଶାର ଚତୁପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।ଏହାର ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ନେଇ ୯ଜିଲ୍ଲା ଓ ୧୫ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ପରେ କମିବ…

ସ୍ବାଧୀନତା ଦିବସ ଓ ବଲିଉଡ୍‌

ଅଗଷ୍ଟ ୧୫ ସମଗ୍ର ଦେଶ ପାଇଁ ଏକ ସ୍ବତନ୍ତ୍ର ତଥା ବିଶେଷ ଦିନ। ଏହିଦିନ ଲୋକମାନେ ସ୍ବାଧୀନତାକୁ ମହାନ ପର୍ବ ବୋଲି ପାଳନ କରିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ସ୍ବାଧୀନତା ଦିବସ ମନାଇଥାନ୍ତି। ସେହିପରି ମନୋରଞ୍ଜନ ଦୁନିଆକୁ ଭଲପାଉଥିବା ଲୋକଙ୍କ ପାଇଁ ଫିଲ୍ମ ନିର୍ମାତାମାନେ ଫିଲ୍ମ ରିଲିଜ…

ପାକିସ୍ତାନରେ ପୂର୍ବତନ ଆଇଏସଆଇ ମୁଖ୍ୟ ଗିରଫ

ଗୃହ ନିର୍ମାଣ ଯୋଜନା ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ପାକିସ୍ତାନ ସେନା ପକ୍ଷରୁ ସୋମବାର ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୟାଜ ହମିଦଙ୍କୁ ଗିରଫ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହମିଦଙ୍କୁ ଗିରଫ କରାଯିବା ସହ ଖୁବଶୀଘ୍ର ତାଙ୍କ…

ଆସନ୍ତାକାଲିଠାରୁ ନିଟ୍ ୟୁଜି ୨୦୨୪ କାଉନସେଲିଂ

ମେଡିକାଲ କାଉନସେଲିଂ କମିଟି ବା ଏମସିସି ଅଗଷ୍ଟ ୧୪ ବୁଧବାରଠାରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି କାଉନସେଲିଂ ୨୦୨୪ ଆରମ୍ଭ କରିବ। ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଆବେଦନ ଫର୍ମ ଦାଖଲ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ mcc.nic.in ଅଫିସିଆଲ…

ହି‌ଣ୍ଡେନ୍‌ବର୍ଗ ମାମଲାରେ ସରକାର ହସ୍ତକ୍ଷେପ କରିବେନି

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି…

ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ: ନିସ୍ତୁକ ପିଟିଲେ ସଂପର୍କୀୟ

କଟକ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ସଂପର୍କୀୟଙ୍କ ପକ୍ଷରୁ ଏତଲା ଦିଆଯାଇଛି। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଏହି ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି।ମହିଳାଜଣକ ଇକୋ ଟେଷ୍ଟ ପାଇଁ…

ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି। ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱର୍କ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି…

ସାବଧାନ ! କଳାଦାଗ ପିଆଜ ଖାଉଛନ୍ତି କି?

ବଢୁଥିବା ବ୍ଲାକ୍ ଫଙ୍ଗସ୍ ମାମଲାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୋସିଆଲ ମିଡିଆ ଓ ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେ ଫ୍ରିଜ କବାଟରେ ଥିବା ରବର ଓ ପିଆଜରେ ଥିବା ବ୍ଲାକ୍ ସ୍ପଟ୍ ହେଉଛି ବ୍ଲାକ୍ ଫଙ୍ଗସ । ଏହା ଘରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା…

ଇତିହାସ ରଚିଲେ ଭାରତୀୟ ହକି ଟିମ୍‌

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦିଲ୍ଲୀ ବିମାନବନ୍ଦରରେ ହକି ଦଳକୁ ଜବରଦସ୍ତ ସହିତ ସ୍ବାଗତ କରାଯାଇଥିଲା। ଭାରତକୁ ଫେରିବା ପରେ ହକି ଦଳ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେଇଥିଲେ।ପ୍ୟାରି ଅଲିମ୍ପିକ୍ସରେ ସ୍ପେନକୁ ପରାସ୍ତ କରି…