ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର: ଓଡ଼ିଶାର ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। PUCC ବା ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍ କଡ଼ାକଡ଼ି କରିବା ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାଞ୍ଚ ଅବଧିକୁ ଆଉ ମାସେ ବୃଦ୍ଧି କରିଛନ୍ତି। ଏବେ ଆସନ୍ତା ମାର୍ଚ୍ଚ ମାସ…

ପୁରୀ ହେଲା ମହାନଗର ନିଗମ

ମହାନଗର ନିଗମ ହେଲା ଜଗନ୍ନାଥ ଧାମ। ବର୍ଦ୍ଧିତ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ। ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ…

ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ, କହିଲେ- ଭିଜନ ଡକ୍ୟୁମେଣ୍ଟକୁ ସଫଳ କରାଇବି

ବର୍ଷ ଶେଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠୁ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୨୦୨୪ ଜୁଲାଇ…

ଧନୁଯାତ୍ରା ମହୋତ୍ସବରେ ମୁଖ୍ୟମନ୍ତ୍ରୀ: ବରଗଡ଼କୁ ୧୩୬୨ କୋଟିର ପ୍ରକଳ୍ପ ଭେଟି, ମଥୁରା ନଗରୀରେ ଉତ୍ସାହ

ବରଗଡ଼: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ  ପହଞ୍ଚିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ବିକାଶ ପାଇଁ ୧୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ…

ନୂଆବର୍ଷରେ ବଦଳିଲା ପରମ୍ପରା: ଅଫିସ୍‌ରେ ହେବନି ଭୋଜିଭାତ, କାର୍ଯ୍ୟକୁ ପ୍ରାଥମିକତା ଦେଲେ ‘ମୋହନ ସରକାର’

ଭୁବନେଶ୍ୱର: ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ଶୈଳୀରେ ଚଳିତ ବର୍ଷ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜାନୁଆରୀ ୧ ତାରିଖକୁ କୌଣସି ଉତ୍ସବ ନୁହେଁ, ବରଂ ଏକ ‘ସାଧାରଣ କାର୍ଯ୍ୟ ଦିବସ’…

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଇଂରାଜୀ ନବବର୍ଷ ୨୦୨୬କୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ।  ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷର ଆରମ୍ଭ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ…

ଶୀତୁଆ ସକାଳରେ ପୁଣି ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା

 ଶୀତୁଆ ସକାଳରେ ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରା ଢଙ୍ଗରେ କରିବା ପାଇଁ ଜୋରଦାର ଉଦ୍ୟମ । ଏହି ଉପଲକ୍ଷେ ଆଜି ଏକ ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ…

ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି

ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି। ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ। ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ I ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ନୂଆବର୍ଷ ଦିନ…

ଆଜିର ରାଶିଫଳ

ମେଷ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌ ବୃଷ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର କରିବା…

ସ୍ୱଦେଶୀ ହେଲିକପ୍ଟରର ବିଦ୍ଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ରାମ ମୋହନ ନାଇଡୁ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ…