ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ

ବହୁ ଜନ ହିତାୟ ବହୁ ଜନ ସୁଖାୟ ହେବ ମୋର ମନ୍ତ୍ର । ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବା ପରେ ଏମିତି କହିଛନ୍ତି ଦେଓରଞ୍ଜନ କୁମାର ସିଂହ । ଶୁକ୍ରବାର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ । ମୁଖ୍ୟ ଶାସନ ସଚିବ ଭାବରେ…

ନନ୍ଦନକାନନର ନୂଆ ରେକର୍ଡ ୨୦୨୫ରେ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ବିଶ୍ୱପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ୨୦୨୫ ବର୍ଷଟି ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି। ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ନନ୍ଦନକାନନ ପୁଣିଥରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ, ବିଗତ ବର୍ଷରେ…

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା

ଓଡ଼ିଶାର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଏକ ବିସ୍ଫୋରକ ମୋଡ଼ରେ ଠିଆ ହୋଇଛି। ଦଳର ପରାଜୟ ପରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ। ବିଶେଷ କରି ଭିକେ ପାଣ୍ଡିଆନଙ୍କ ‘ରାଜନୈତିକ ସନ୍ନ୍ୟାସ’କୁ ନେଇ ଏବେ ଦଳ ଭିତରେ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି…

ଶୀତ ଯେମିତିକୁ କୁହୁଡ଼ି ବି ସେମିତି

ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି…

ଆଜିର ରାଶିଫଳ

ମେଷ: ଜ୍ଞାନ ଓ ଭଲ ବିଚାରରେ ବୃଦ୍ଧି ହେବ। କୌଣସି ନୂଆ ଦାୟିତ୍ବ ଆପଣଙ୍କ ପାଖକୁ ଆସିପାରେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ। ବୃଷ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।…

ହୋଟେଲ ପବ୍ ବାହାରେ ଜଗିବ ଟିମ

ଆଜି ନୂଆବର୍ଷ ।  ମଦୁଆଙ୍କ ଉତ୍ପାତ ପାଇଁ ମାନ୍ଦା ନହେଉ ନୂଆବର୍ଷ ସେଲିବ୍ରେସନ। ଏଥିପାଇଁ ବାରମ୍ବାର ସଚେତନତା ପରେ ମଧ୍ୟ ଅମାନିଆଙ୍କ ପାଇଁ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ୨୯ ଟି ସ୍ଥାନରେ ହୋଇଛି ନାକାବନ୍ଦୀ ସାଙ୍ଗକୁ ବ୍ରେଥ ଆନାଲାଇଜରରେ କଡା ଚେକିଂ । ଏଥିପାଇଁ ୩୦ ଟି ବ୍ରେଥ ଆନାଲାଇଜର…

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ। ପାକିସ୍ତାନୀ ଆତଙ୍କୀମାନେ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଛି। ଅପରେସନରେ ସାମିଲ ହୋଇଛନ୍ତି ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ। ଜାମ୍ମୁ ଓ କାଶ୍ମୀରର…

ସ୍ବାଗତ ନୂଆବର୍ଷ ୨୦୨୬

ଭୁବନେଶ୍ୱର: ୨୦୨୫ର ସ୍ମୃତିକୁ ବିଦାୟ ଦେଇ ଆଜି ଏକ ନୂଆ ଆଶା ଓ ଉଦ୍ଦୀପନା ସହ ଓଡ଼ିଶାବାସୀ ସ୍ୱାଗତ କରିଛନ୍ତି ୨୦୨୬କୁ। ଆଜି ନୂଆ ବର୍ଷର ପ୍ରଥମ ଦିନ ହୋଇଥିବା ବେଳେ ବାରଟି ମଧ୍ୟ ଅତ୍ୟନ୍ତ ଶୁଭ— ପବିତ୍ର ଗୁରୁବାର। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ କୁହୁଡ଼ିଆ ପାଗ ସହ ଏକ ରୋମାଞ୍ଚକର…

ଆଜିର ରାଶିଫଳ

ମେଷ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଜମି ଦଲାଲଙ୍କୁ ଲାଭ ହେବ। ଆପଣ କଳାତ୍ମକ କାର୍ଯ୍ୟରେ ରୁଚି ନେବେ। ‌ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ବୃଷ: ନୂଆ ବ୍ୟବସାୟର ଡ଼ିଲ୍ ପାଇଁ ସୁଯୋଗ ପାଇବେ। ସମୁଦୀ ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ…

ଅଲବିଦା ୨୦୨୫, ସ୍ୱାଗତ ୨୦୨୬ , ନୂଆବର୍ଷର ଅଭିନନ୍ଦନ

ଡିଜେର ତାଳେ ତାଳେ ନାଚିଲା ଓଡ଼ିଶା ।  ଧୁମ୍‌ଧାମ୍‌ରେ ପାଳିତ ହେଲା 'ଜିରୋ ନାଇଟ୍' ସେଲିବ୍ରେସନ୍ ।  ଅଲବିଦା ୨୦୨୫, ସ୍ୱାଗତ ୨୦୨୬। ଘଣ୍ଟାର କଣ୍ଟା ରାତି ୧୨ଟା ଛୁଇଁବା କ୍ଷଣି ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ନବବର୍ଷର ମାହୋଲ। ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ 'ଜିରୋ ନାଇଟ୍'…