ଭାଙ୍ଗିଯିବ କି ବିଜେଡି ?
ଭାଙ୍ଗିଯିବ କି ବିଜେଡି ?
ବିଜେଡି ଦଳରେ ଏବେ ଗୋଷ୍ଠୀ କନ୍ଦଳ । ମନ୍ମଥ ରାଉତରାୟ, ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସମ୍ମାନ ହାନି ହୋଇଥିବା ଦୁଇ ପକ୍ଷ ଅଭିଯୋଗ କରାଯାଇଛି । ଚାରି ମାସ ପୂର୍ବରୁ ଯେଉଁ ବିଜେଡିକୁ ଶୃଂଖଳିତ ଦଳ ବୋଲି କୁହାଯାଉଥିଲା, ଏବେ ସେହି ଦଳରେ…