ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି, ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ

ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ମାତ୍ର…

ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ , ସୂଚନା ଦେଲେ OMSA ସଭାପତି

ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି OMSA ସଭାପତି। ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଲା ପରେ…

କୋର୍ଟକୁ ବୋମା ଧମକ: ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ…

ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଥିବା ଖବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ବମ୍‌ ସ୍କାର୍ଡ, ଡଗ୍‌ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ

ବୋମା ଧମକ ସତ୍ୱେ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍‌ ସ୍କାର୍ଡ, ଡଗ୍‌ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି । ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ,…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ - ଆଜି ସନ୍ତାନଙ୍କ କାର୍ଯ୍ୟରେ ମନ ଖୁସି ରହିବ। ଶିକ୍ଷା କ୍ଷେତ୍ରରେ ଆଶାଜନକ ସଫଳତା ମିଳିବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବାର ସମ୍ଭାବନା ଅଛି। ହଠାତ୍ କିଛି ଆର୍ଥିକ ଲାଭ ହେବାର ସୁଯୋଗ ମିଳିପାରେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦିନଟି ଶୁଭ ଅଟେ। ବୃଷ…

ସାରା ରାଜ୍ୟର ୩୦ ଜିଲ୍ଲାରେ ୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ…

ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ସାରା ରାଜ୍ୟର ୩୦ ଜିଲ୍ଲାରେ ୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…

ସରକାରଙ୍କ ଏସ୍‌ମା ନିୟମକୁ ମାନିବନି ଓମ୍‌ସା,ଆନ୍ଦୋଳନ ଜାରି ରଖିବାକୁ ଓମସାର ନିଷ୍ପତ୍ତି

ସରକାରଙ୍କ ଏସ୍‌ମା ନିୟମକୁ ମାନିବନି ଓମ୍‌ସା । ଆନ୍ଦୋଳନ ଜାରି ରଖିବାକୁ ଓମସାର ନିଷ୍ପତ୍ତି। ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍ସା)ର ଜରୁରୀକାଳୀନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି…

ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା, ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ – ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା। ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ରାଜ୍ୟ ସରକାର ମାନିଛନ୍ତି। ମଙ୍ଗଳବାର ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର…

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା । କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା ହେବ ବୋଲି କହିଛନ୍ତି ରାଜନଗର DFO । ସୂଚନା ଥାଉକି, ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ…

ସିଏମ୍ ଟ୍ରଫି  ଚାମ୍ପିୟନସିପ ପାଇଁ ଆଜି ଠୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ , ୧୪ ପର୍ୟ୍ୟନ୍ତ ଚାଲିବ

ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସିଏମ୍ ଟ୍ରଫି  ଚାମ୍ପିୟନସିପର ଆୟୋଜନ କରାଯିବ। ଏଥିରେ ୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା। ୩୨ ହଜାରରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା। ଏନେଇ ଜାନୁଆରି ୭ରୁ ୧୪ ପର୍ୟ୍ୟନ୍ତ…