ଅଟଳ ପେନସନ ଯୋଜନା

ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ ବର୍ଷରେ ପହଞ୍ଚିଛି ଏବଂ ସମସ୍ତ ବ୍ୟାଙ୍କ ଏବଂ ଏସଏଲବିସି/ୟୁଟିଏଲବିସିର ଅକ୍ଳାନ୍ତ ପ୍ରୟାସ ଦ୍ୱାରା…

ଦୁଇ ଦିନିଆ ଭିଏତନାମା ଗସ୍ତରେ ମୋଦି

ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା ।  ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତମ ଆସିଆନ ସମିଟ ସହ ଇଷ୍ଟ ଏସିଆ ସମିଟରେ ସାମିଲ ହେବେ । ସମ୍ମିଳନୀରେ ସାମିଲ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ…

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍‌ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ…

ଭାରତକୁ ବଡ଼ ଝଟକା

ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ କଠିନ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।ରୋହିତ ଆଡିଲେଡ୍ (ଡିସେମ୍ବର ୬-୧୦) ରେ…

ଖୁସି ହୋଇଗଲା ପାକିସ୍ତାନ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ପ୍ରାୟ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଉଛନ୍ତି। ସେ ହଁ କହିବା ମାତ୍ରେ ପାକିସ୍ତାନର ଶାସକମାନେ ଖୁସି…

ସାହିତ୍ୟ ପାଇଁ ନୋବେଲ ପୁରସ୍କାର

ଦକ୍ଷିଣ କୋରିଆ ଲେଖକ ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ପୁରସ୍କାର ସ୍ବିଡେନ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମୂଲ୍ୟ ୧.୧ ମିଲିୟନ ଡଲାର।ହାନ୍‌ କାଙ୍ଗ ୧୯୭୦ରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ଜନ୍ମଗ୍ରହଣ କରିଥିଲେ। ସେ…

ଦୁର୍ଗା ପୂଜାରେ ବୁଲିବେ ‘ଶକ୍ତି ବାହିନୀ

ସବୁଠି ପୂଜାର ଆସର । ଏହି ପବିତ୍ର ଉତ୍ସବରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେଫ ନେଇଛନ୍ତି ରାଜ୍ୟ ସରକାର । ଦୁର୍ଗା ପୂଜାରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଓଡ଼ିଶା ପୋଲିସ । ୪୦ ଜଣ ମହିଳା ପୋଲିସଙ୍କୁ ନେଇ ‘ଶକ୍ତିବାହିନୀ’ ଟିମ୍ ଗଠନ…

କ୍ରେଟା ଓ ସ୍କର୍ପିଓକୁ ପଛରେ ପକାଇଦେଲା ମାରୁତି

ଭାରତରେ ସବୁଠାରୁ ଅଧିକ ୧୦ ଟି ଯାନର ତାଲିକା ପ୍ରକାଶ ପାଇଛି। କିନ୍ତୁ ଏଥର ଗ୍ରାହକମାନେ ୫ଟି ସିଟ୍ ନୁହେଁ ୭ଟି ସିଟ୍ ଥିବା କାରକୁ ଅଧିକ ବାଛିଛନ୍ତି | ହଁ, ଆମେ ମାରୁତି ସୁଜୁକି ଏର୍ଟିଗା ବିଷୟରେ କହୁଛୁ | ଗତ ମାସରେ ଏହା ସର୍ବାଧିକ ବିକ୍ରି ହୋଇଥିବା କାରରେ ପରିଣତ ହୋଇଛି | ଏହାର ଅର୍ଥ…

ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି

ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ଆଜି ଏକ ବଡ ନିଷ୍ପତ୍ତି ନେଇଛି। ଆଉ ନୂଆ ନିଷ୍ପତ୍ତି ମୁତାବକ ବିଧାୟକ ପାଣ୍ଠି ୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି | ଏହା ପୂର୍ବରୁ ବିଧାୟକ ପାଣ୍ଠି ବାର୍ଷିକ ୧୦ କୋଟି ଟଙ୍କା ଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି…

ସୁଭଦ୍ରା’ ଯୋଜନା 

ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଳମ୍ବୀ କରିବା ପାଇଁ ଏକ ବୃହତ୍‌ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ସହାୟତା ପ୍ରଦାନ କରି ଆସୁଛନ୍ତି। ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା…