ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତାଙ୍କୁ ଦିଅ

ଭୁବନେଶ୍ବର: ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ…

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ​​ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବ‌େଳେ ସେ ଆଜି ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ…

୭୯ ବର୍ଷରେ ପାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ୭୮ ତମ ଜନ୍ମଦିବସ । ୭୮ ବର୍ଷ ପୂରି ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଆଜି ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ ୧୯୪୬ ମସିହା…

ରଶ୍ମିକା ମନ୍ଦନାଙ୍କୁ କେଉଁ ବଡ଼ ଦାୟିତ୍ବ ଦେଲେ ସରକାର?

ଦିନକୁ ଦିନ ଅନଲାଇନ ଠକେଇ ବଢ଼ୁଛି । ଲୋକେ ଓଟିପି ଫୋନରେ କାହାକୁ ଦେଇଦେଉଛନ୍ତି । କିଏ ପଚାରିଲେ ବ୍ୟକ୍ତିଗତ ସୂଚନା ସେୟାର କରୁଛନ୍ତି । ଏହାର କାରଣ ସଚେତନତାର ଅଭାବ । ଲୋକଙ୍କୁ ଠକେଇ ବିଷୟରେ ସଚେତନ କରିବେ ରଶ୍ମିକା । କେନ୍ଦ୍ର ସରକାର ବଡ଼ ଦାୟିତ୍ବ ଦେଇଛନ୍ତି । ରଶ୍ମିକା…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଶୃଙ୍ଖଳା ବିରାଟ କରିବେ ରେକର୍ଡ!

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଆଜିଠୁ ଆରମ୍ଭ ହେବ। ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲ୍‌ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ…

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ପାକିସ୍ତାନରେ ସ୍ବାଗତ

ଇସଲାମାବାଦ: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସରକାର ମୁଖ୍ୟମାନଙ୍କ ପରିଷଦ (ସିଏଚ୍‌ଜି)ର ୨୩ତମ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୈଠକରେ ସାମିଲ ହେବାପାଇଁ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଇସଲାମାବାଦ ପହଞ୍ଚିବା ପରେ…

ଡିଜିଟାଲ ପ୍ରଯୁକ୍ତିକୁ ସାର୍ବଜନୀନ କରିଛି ଭାରତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ…

ସ୍ୱାସ୍ଥ୍ୟ, କୃଷି ଓ ସହର ସମସ୍ୟାର ସମାଧାନ କରିବ ଏଆଇ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନିଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀ ଠାରେ…

କେଉଁ ରାଶି ପାଇଁ କ’ଣ ଆଜି ଭଲ ଓ ଖରାପ ରହିଛି ?

ଅଦ୍ୟ ଅକ୍ଟୋବର ମାସ ୧୬ ତାରିଖ ୨୦୨୪ ମସିହା(ବୁଧବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୮/୪୩ ଗତେ ପୂର୍ଣ୍ଣିମା ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୭/୫୬ ଗତେ ରେବତୀ ଚନ୍ଦ୍ର - ମୀନ ଯୋଗ-…

ବାଜିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ବିଗୁଲ, କେବେ ହେବ ଭୋଟ ଜାଣନ୍ତୁ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି।  ଭାରତୀୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ  ପ୍ରେସ୍ କନ୍‌ଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ …