ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି,ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ’ୱେଲ ମାର୍କଡ୍ ଲୋ ପ୍ରେସର’ ରେ ପରିଣତ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ।  ଆସନ୍ତା ଦୁଇ ଦିନ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।  ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ’ୱେଲ ମାର୍କଡ୍ ଲୋ ପ୍ରେସର’ ରେ ପରିଣତ ହୋଇଛି ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର…

ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ କାଳିଆ ସାଆନ୍ତ,ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ୱମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି ।  କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଧାରଣତଃ ପହଣ୍ଡି ସମୟରେ ପ୍ରବଳ ଭିଡ଼…

ଫିଫା ବିଶ୍ୱକପ: ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇଲା ଆର୍ଜେଣ୍ଟିନା

ବିଜେତା ଆର୍ଜେଣ୍ଟିନାର ବିଜୟ ରଥ ଗର୍ବ ଓ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଛି। ବୁଧବାର ରାତିର ହାଇଭୋଲ୍‌ଟେଜ୍‌ ଓ ଉତ୍ତେଜନା ପ୍ରବଣ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ଲିଓନେଲ ମେସିଙ୍କ ଲାଟିନ୍‌ ଆମେରିକୀୟ ବାହିନୀ ଲଗାତାର ଦ୍ବିତୀୟ ଥର ଫିଫା ଫୁଟ୍‌ବଲ୍‌ ମହାକୁମ୍ଭର…

ନ୍ୟୁଜିଲ୍ୟାଣ୍ଡରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ , ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ

ନ୍ୟୁଜିଲ୍ୟାଣ୍ଡରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ସାଉଥ୍ ଆଇଲ୍ୟାଣ୍ଡରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ତେ…

ରଥଯାତ୍ରାରେ ଅଘଟଣ , ମରିଚିକୋଟ ଛକରେ ଦଳାଚକଟାରେ ଜଣେ ମୃତ,150 ଆହତ

ରଥାରୁଢ଼ ଜଗନ୍ନାଥଙ୍କ ଦର୍ଶନାଭିଳାଷରେ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ର । ବଳିଆର ଭୁଜଙ୍କୁ ଦେଖି ସୁଖ ଦୁଃଖ ସବୁ କହିବେ ବୋଲି ଭାବିଥିବେ । ଦୁଇ ହାତ ଟେକି ନିଜକୁ ସମର୍ପି ମଧ୍ୟ ଦେଇଥିବେ । କିନ୍ତୁ କିଏ ଜାଣିଥିଲା ଚଳିତ ବର୍ଷ ରଥଯାତ୍ରା ହେବ ତାଙ୍କ ଜୀବନର ଶେଷ ଦିନ ହେବ ବୋଲି । ପୁରୀରେ…

ଦନ୍ଦିଘୋଷ ରଥରେ ବିରାଜମାନ କାଳିଆ ସାଆନ୍ତ, କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ…

ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି ,ଅପେକ୍ଷାରତ ତାଳଧ୍ବଜରେ ହେଲେ…

ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି । ବଡ଼ ଠାକୁରଙ୍କୁ ବାଇଶି ପାହାଚ ଦେଇ ସେବକମାନେ ରଥକୁ ଆଣିଛନ୍ତି । ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷାରତ ତାଳଧ୍ବଜରେ ରଥାରୂଢ ହୋଇଛନ୍ତି । ଦିବ୍ୟ,…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ । ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶୂନ୍ୟ   ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା । ଘଣ୍ଟଘଣ୍ଟା, ହରିବୋଲରେ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ ଚିନ୍ତାଧାରା କଳ୍ପନାଶୀଳ ହୋଇପାରେ; ସୃଜନଶୀଳ ସାଧନା ପାଇଁ ସେଗୁଡ଼ିକୁ ବ୍ୟବହାର କରିବା ସର୍ବୋତ୍ତମ । କିଛି ନୂତନ ଆରମ୍ଭ କରନ୍ତୁ ନାହିଁ; ଏକ ଭଲ ସମୟ ପାଇଁ ଅପେକ୍ଷା କରନ୍ତୁ । ଆପଣ ଧାର୍ମିକ ତୀର୍ଥଯାତ୍ରାରେ ଯାଇପାରନ୍ତି । ବୃଷ: ବୃତ୍ତିଗତ ସମ୍ପର୍କ ମଜବୁତ ହେବ । ଯଦି…

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi , ଯାହାର ରହିଛି ଜବରଦସ୍ତ ଫିଚର୍ସ

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi । ଯାହାର ରହିଛି ଜବରଦସ୍ତ ଫିଚର୍ସ । ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ଓ । ଯେଉଁ ସ୍ମାର୍ଟଫୋନ ବିଷୟରେ ଆମେ କହୁଛୁ ତାର ନାଁ ହେଉଛି- Redmi…