ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଳେ ମୁଖ୍ୟମନ୍ତ୍ରୀ

ବାତ୍ୟା ପରେ କଲବଲ କରୁଛି ବନ୍ୟା । ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା ପରବର୍ତ୍ତୀ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏହିସବୁ ଜିଲ୍ଲା ଗୁଡିକରେ ଗଛ ପଡି ରାସ୍ତା ଅବରୋଧ ହେବା…

ଦିଲ୍ଲୀରେ ପୁଣି ଲଭଜିହାଦ

ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ୧୯ ବର୍ଷୀୟ ପୀଡ଼ିତା ଯୁବତୀଙ୍କ ନାମ ସୋନି । ସୂଚନା ମୁତାବକ, ସୋନି ଓ ଅଭିଯୁକ୍ତଙ୍କ ମଧ୍ୟରେ…

ଆପାର୍ଟମେଂଟରେ ଲାଗିବ ଆଇପି କ୍ୟାମେରା

ରାଜଧାନୀର ଆପାର୍ଟମେଂଟରେ ଲାଗିବ ସିସିଟିଭି । ପୋଲିସ ପାଖରେ ରହିବ ଆଡ୍ରେସ । ଚୋରି ରୋକିବା ପାଇଁ ଏଭଳି ନିର୍ଦେଶ ଦେଇଛନ୍ତି କମିଶନରେଟ ପୋଲିସ । ଆପାର୍ଟମେଣ୍ଟବାସୀଙ୍କ ପାଇଁ  କୁହାଯାଇଛି ଯେ ଆପାର୍ଟମେଣ୍ଟର ପ୍ରବେଶ ପ୍ରସ୍ଥାନ ପଥରେ ଲାଗିବ ସିସିଟିଭି । ସମସ୍ତ…

ରାଜ୍ୟ ଉପରୁ ବାତ୍ୟାର ଭୟ ଟଳି ନାହିଁ

ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ ବାତ୍ୟାର ଭୟ ଟଳି ନାହିଁ। ଚାଇନା ସାଗର ଉପକୂଳରେ ଆଉ ଏକ ବାତ୍ୟାର ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହା ଭୟଙ୍କର…

ମୋଦି-ଜିନପିଙ୍ଗ ଭେଟ ପରଠୁ ସୀମାରେ ଫେରୁଛି ଶାନ୍ତି

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି । ଲଦାଖର ଡେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ…

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୪୦ଷ୍ଟାର ପ୍ରଚାରକ

ଝାରଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେ.ପି ନଡ୍ଡା, ରାଜନାଥ ସିଂହ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହେଲେ ମିଳିବ କ୍ଷତିପୂରଣ

ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଆହତ ହୋଇ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୀମା କମ୍ପାନୀ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୁର୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ରୋଷେଇ ଗ୍ୟାସ ସିଲିଣ୍ଡର…

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୪ ସରକାରୀ କର୍ମଚାରୀ ନିଲମ୍ବିତ

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଇନ୍ତି। ବାତ୍ୟା ସମୟରେ ନିଲମ୍ବିତ ୪ କର୍ମଚାରୀ ଲୋକଙ୍କୁ କଟୁକଥା…

ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ସାଉଣ୍ଟିଲେ ଆଶା ଦିଦି ଶିବାନୀ

ବାତ୍ୟା ‘ଦାନା’ ଓଡ଼ିଶାରେ ମାଡ଼ ହେବା ପୂର୍ବରୁ ପ୍ରଭାବିତ ଜିଲ୍ଲାଗୁଡ଼ିକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ସ୍ଥାନାନ୍ତରଣ କାର୍ଯ୍ୟରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ଏବେ ରାଜ୍ୟବ୍ୟାପୀ…

ଇରାନ୍ ଉପରେ ବୋମା ବର୍ଷା କଲା ଇସ୍ରାଏଲ

ଇସ୍ରାଏଲ୍ ନେଇଛି ପ୍ରତିଶୋଧ  ।  ତେହେରାନ ଉପରେ କରିଛି ବୋମାମାଡ଼ । ୨୪ ଦିନ ପରେ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ କରାଯାଇଛି ବଡ଼ ଧରଣର ଆକ୍ରମଣ ।…