ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ

କାଲି ମକର ସଂକ୍ରାନ୍ତି । ଏହାର ଠିକ୍ ପୂର୍ବଦିନ ଅର୍ଥାତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଏହାସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେଉଛି। ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ଆଜି…

ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ

ଶୀତଦିନେ ଆସିଲେ ଆମ ଚେହେରା ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଯାଏ । କାରଣ ଏହି ଦିନରେ ଅନେକ ପରିବର୍ତ୍ତନ ଦେଖାଯାଏ ।  ଥଣ୍ଡା ପବନ ଏବଂ  ଶୁଷ୍କ ପାଣିପାଗ ଯୋଗୁଁ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଦିଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଶୀତଦିନେ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା…

ପୁଣି ବଢିଲା ଶୀତ,୧୫ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା । ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫ରୁ ୭ ଡିଗ୍ରି…

ଆଜିର ରାଶିଫଳ

ମେଷ: ସମାଧାନ ମାଧ୍ୟମରେ ସଫଳତା ହାସଲ କରିବାର ପ୍ରୟାସ ସଫଳ ହେବ । ଆପଣଙ୍କ କାମରେ ଥିବା ବାଧା ଦୂର ହେବ, ଯାହା ପ୍ରଗତି ପାଇଁ ଏକ ପଥ ପ୍ରଦାନ କରିବ । ଆପଣଙ୍କ କାମକୁ ସହଜ କରି ପ୍ରଗତି ହେବ । ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ନୂତନ ଦାୟିତ୍ୱ ପାଇବାର ସମ୍ଭାବନା ଅଛି । ଆପଣଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା

ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ ୨,୦୦୦ ରୁ ଅଧିକ…

୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଗକୁ ବିଧାନସଭା ଆସନ ସଂଖ୍ୟା ବଢିପାରେ । ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୁଆ ଲୋକସେବା ଭବନ ଓ ବିଧାନସଭା । ସୀମା ନିର୍ଦ୍ଧାରଣ ପରେ ବଢ଼ିପାରେ ବିଧାନସଭା ସିଟ୍ ସଂଖ୍ୟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୭୦ ବର୍ଷ ପରେ ନୂଆ ରୂପ ନେବ…

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ। ରାଜ୍ୟର ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ ସାମୁହିକ ଗାନ କଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ। ‘ବନ୍ଦେ ମାତରମ୍‌’ର ୧୫୦ ତମ…

ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ

ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ ରହିଛି। ତିନିଚକିଆ ଇଲେକ୍ଟ୍ରିକ ଯାନ ଭାଗ ୩୫ ପ୍ରତିଶତ ରହିଛି। ଗତବର୍ଷ ୮୦ ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ ବିକ୍ରି ହୋଇଛି। ଚାରିଚକିଆ ଇଭି ବିକ୍ରି ୧,୭୫,୦୦୦ ୟୁନିଟ୍‌ ରହିଛି। ଇଭି ବିକ୍ରିରେ ୪ ଲକ୍ଷ ଗାଡ଼ି ସହ…

ବିମାନ ଦୁର୍ଘଟଣା: ଡିଜିସିଏ ଟିମ୍‌ର ତନାଘନା, ୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍‌ଟ

ରାଉରକେଲା ଉପକଣ୍ଠ ଜଲଦା ଅଞ୍ଚଳର ଏକ ବିଲରେ ବିମାନ ଦୁର୍ଘଟଣା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ରାଉରକେଲାରେ ଡିଜିସିଏ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ସେମାନଙ୍କ ସହ ‘ୱାନ୍‌ ଏୟାର’ କର୍ତ୍ତୃପକ୍ଷ, ଏଏଆଇବି ଟିମ୍‌ ପହଞ୍ଚି ଦୁର୍ଘଟଣାର ସବୁଦିଗକୁ ନେଇ ତଦନ୍ତ…

ପିଏସ୍ଏଲ୍‌ଭି-ସି୬୨ ଉତ୍‌କ୍ଷେପଣ ବିଫଳ, ଅର୍ବିଟରେ ମୁତୟନ ହୋଇପାରିଲାନି ୧୬ ଉପଗ୍ରହ

ଭାରତୀୟ ମହାକାଶ ଗବେଷଣା ସଂଗଠନ  ଚଳିତ ବର୍ଷର ପ୍ରଥମ ମିଶନ ବିଫଳ ହୋଇଛି। ୨୬୦ ଟନ୍‌ ବିଶିଷ୍ଟ ପିଏସ୍‌ଏଲ୍‌ଭି-ଡିଏଲ୍‌ ଶ୍ରେଣୀର ରକେଟ ୧୬ଟି ଉପଗ୍ରହ ସହିତ ସୋମବାର ସକାଳ ୧୦ଟା ୧୭ ମିନିଟରେ ଉତ୍‌କ୍ଷେପଣ କରାଯାଇଥିଲା। ୨୦୨୬ରେ ଏହା ଇସ୍ରୋର ପ୍ରଥମ ଅର୍ବିଟାଲ ମିଶନ ଥିଲା।ଆନ୍ଧ୍ରପ୍ରଦେଶ …