ଯାତ୍ରାରେ ଚାଲୁଥିବା ଅଶ୍ଳୀଳ ନୃତ୍ୟ ଖୁବ୍ ଶୀଘ୍ର ବନ୍ଦ ହେବ , ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା
ଯାତ୍ରାରେ ବନ୍ଦ ହେବ ପରିବେଷଣ ହେଉଥିବା ଅଶ୍ଳୀଳତା । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ଏହାସହ ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ । ଏନେଇ ଶୁକ୍ରବାର ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା…