ଆଜି ବିଧାୟକ ଭାବେ ଶପଥ ନେବେ ଜୟ ଢୋଲକିଆ
ଶପଥ ନେବେ ଜୟ ଢୋଲକିଆ । ବିଧାୟକ ଭାବେ ଆଜି ପଦ ଓ ଗୋପନୀୟତାର ଶପଥ ନେବେ ଜୟ ଢୋଲକିଆ । ଗୁରୁବାର ମଧ୍ୟାହ୍ନ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇବେ ।
୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ…