ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ , ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।…

ବିକାଶର ଶିଖର ଛୁଇଂବ ଓଡିଶା : ମୋଦୀ

ବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ  ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ | ଜନତା ମୈଦାନରେ ଆୟୋଜିତ ବିଶାଳ…

ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ମଧ୍ୟପ୍ରଦେଶର ହରପାଲପୁରରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଟ୍ରେନଟି ମହାକୁମ୍ଭ ପାଇଁ ଯାଉଥିଲା। ଏହି ମାମଲା ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେଶନରୁ…

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଉଦ୍‌ଘାଟନ କଲେ ମୋଦି

ଭୁବନେଶ୍ବର ଜନତା ମଇଦାନରେ ଉଦ୍‌ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ,…

ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର

ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ମନ୍ଧାନା ଶ୍ରେଷ୍ଠ ମହିଳା ଦିନିକିଆ ୨୦୨୫ ପୁରସ୍କାର ଜିତିବା ପରେ ଖୁସି ପ୍ରକାଶ କରି କହିଛନ୍ତି, ମୁଁ ଏହି ପୁରସ୍କାର ପାଇ ICCକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଗତ ବର୍ଷ…

ଆଜି ଖେଳାଯିବ ଭାରତ ଓ ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ

ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ…

ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 60 ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ 400 ରୁ ଅଧିକ ଅଫିସରଙ୍କୁ ମୁତୟନ…

ଆଜି ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଯିବ ରଥକାଠ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିବ ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପୂଜାର୍ଚ୍ଚନା ପରେ ମହାବୀର କ୍ଷେତ୍ର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ଡ କାଠ ପଠାଯିବ। ସେଥିମଧ୍ୟରୁ ୪୮ ଖଣ୍ଡ ଅସନ ଏବଂ ୫୮…

ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦି ତାଙ୍କସହ ଫୋନରେ କଥା ହୋଇଛନ୍ତି । ବିଶ୍ବର ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ପାଇଁ ଏକାଠି କାମ କରିବେ ଉଭୟ…

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଘନ କୁହୁଡ଼ି ପାଇଁ ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ସକାଳୁ ସକାଳୁ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା କମ ରହିଛି । ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ଆଜି ସକାଳ ୮ଟା ଯାଏ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ୨୯…