ଆଜି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଲାଗିବ ଧର୍ମଧ୍ବଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଏହି ପତାକା ଉତ୍ତୋଳନ ମନ୍ଦିର ନିର୍ମାଣ ସମାପ୍ତିର ଚିହ୍ନ ହେବ ଏବଂ ଏହାକୁ ଏକ ସାଂସ୍କୃତିକ ଉତ୍ସବ ଏବଂ ଜାତୀୟ ଏକତାର…

ଏହି କାରଣରୁ ସକାଳେ ପାଦରେ ଯନ୍ତ୍ରଣା ଅନୁଭବ ହୁଏ

ଆଗକୁ ବଢ଼ୁଥିବା ପାଦଟି ପୁଣିଥରେ ପଛକୁ ଫେରିଯାଏ ବିଛଣାକୁ । ତା’ପରେ ଧିରେ ଧିରେ ଯନ୍ତ୍ରଣା କମିଲେ ଆରମ୍ଭ ହୁଏ ନିତ୍ୟକର୍ମ । ଦିନେ ଦୁଇଦିନ ହେଲେ କିଛି ଫରକ ପଡ଼େନି କିନ୍ତୁ ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼େ ତା’ହେଲେ ଏହାକୁ ଅଣଦେଖା କରିବା ଭାରି ପଡ଼ିପାରେ । ଲୋକ ଏହାକୁ…

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା  । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡ଼ିତ…

ଆଜିର ରାଶିଫଳ

ମେଷ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ପରିସ୍ଥିତି ଏଭଳି ହେବ ଯେ ପୂର୍ବ ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ।ପାରିବାରିକ ଜୀବନ…

ପରାଜୟ ଆଶଙ୍କାରେ ଭାରତ

ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ବ୍ୟାକଫୁଟରେ ଟିମ୍ ଇଣ୍ଡିଆ। ମ୍ୟାଚରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୦୧ ରନରେ ଅଲଆଉଟ୍ ହୋଇଛି। ୨୮୮ ରନ ଆଗୁଆ ରହିଥିବା…

ଆସୁଛି ବାତ୍ୟା

ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ…

ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ  ଦେହାନ୍ତ, ଶୋକ ପ୍ରକାଶ କରିଛନ୍ତି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ  ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ…

ଇସ୍ରାଏଲ ସହିତ ବାଣିଜ୍ୟ ଆଲୋଚନା କରିବ ଭାରତ

ଭାରତ ସରକାର ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ବାଣିଜ୍ୟ ରାଜିନାମା ‌ସ୍ବାକ୍ଷର କରିବାକୁ ଉଦ୍ୟମ କରୁଥିବା ବେଳେ ଏନେଇ  ଇସ୍ରାଏଲ  ସହ କଥାବାର୍ତ୍ତା ଆରମ୍ଭ ହେବ। ଏହି ଦେଶ ସହିତ ଦୁଇଟି ପର୍ଯ୍ୟାୟରେ ରାଜିନାମା ହେବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ‌ଗୋୟଲ କହିଛନ୍ତି। ଆନୁଷ୍ଠାନିକ…

ଆରପାରିରେ ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର

ସାରା ଅଭିନୟ ଜଗତ ଆଜି ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ…

ମଙ୍ଗଳବାରଠୁ ଖୋଲିବ ଧାନ ମଣ୍ଡି

ମଙ୍ଗଳବାରଠୁ ଖୋଲିବ ଧାନ ମଣ୍ଡି । ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଧାନ କିଣା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।…