ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର ନ କରିବାକୁ ପରାମର୍ଶ
ମୋବାଇଲ କଲ୍, ମେସେଜ ଏବଂ ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର କରନ୍ତୁ ନାହିଁ । ଏପରି ନ କରିବାକୁ ପରାମର୍ଶ ଦେଇଛି ଟ୍ରାଇ । ସେହିଭଳି ସନ୍ଦେହଜନକ କଲ୍ ପାଇଲେ ଏହାକୁ ଉଠାନ୍ତୁ ନାହିଁ । ଏହାକୁ କାଟିଦେବା ଲାଗି ମଧ୍ୟ ପରାମର୍ଶରେ କୁହାଯାଇଛି ।…