ଆସନ୍ତାମାସରେ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ ଛାନିଆ ରେ ପାକିସ୍ତାନ

ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିବେ।  …

ମହାନ୍‌ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ, ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି…

ଜାତିର ପିତା, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧୀନତା ଦେଇଥିବା ମହାନ୍‌ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶିଷ୍ଟ…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର,ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା,ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର । ୬୦ ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର । ଖୁବ ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗର ଚିଠି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ କରାଯିବ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର , ଆକାଶ ମାର୍ଗରେ ପର୍ଯ୍ୟଟନସ୍ଥଳ ବୁଲି ପାରିବେ ପର୍ଯ୍ୟଟକ -ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆକାଶ ମାର୍ଗରେ ପର୍ଯ୍ୟଟନସ୍ଥଳ ବୁଲି ପାରିବେ ପର୍ଯ୍ୟଟକ । ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟକ ମାନେ ସୁଲଭ ମୂଲ୍ୟରେ ହେଲିକପ୍ଟରରେ ବୁଲି ପାରିବେ । ଗଞ୍ଜାମ ଜିଲ୍ଲାର…

ଅନୁଭବ ଓ ବର୍ଷା ବିବାଦ : ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅନୁଭବଙ୍କ ବିରୋଧରେ ଚାଲିବ ମାମଲା

ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିଲେ ଏତଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ ।…

ଖଣି ଖିଲାପକାରୀ ଲିଜଧାରୀଙ୍କ ଉପରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ରାଜ୍ୟ ସରକାର କଠୋର ହେବାକୁ ହାଇକୋର୍ଟଙ୍କ ଆଦେଶ

ଲିଜଧାରୀମାନେ ବର୍ଷକୁ ଯେତିକି ପରିମାଣର ଖଣି ଉତ୍ତୋଳନ ପାଇଁ ଲିଜ୍‌‌ ନେଉଥିଲେ, ସେତିକି ପରିମାଣର ଖଣି ଉତ୍ତୋଳନ କଲେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲିଜ୍‌‌ଧାରୀଙ୍କ ଉପରେ ଲଗାଯାଇଥିବା ଜୋରିମାନା ଭରଣା କରିବା ତ ଦୂରର କଥା ସର୍ତ୍ତ ମଧ୍ୟ ପାଳନ କରିଲେ ନାହିଁ। ଫଳରେ ରାଜ୍ୟ ସରକାର…

ବନ୍ଦ ହେବ ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା

ଶିଳ୍ପାନୁଷ୍ଠାନକୁ ମାଗଣା ଗ୍ରିଡ୍ ସେବା ବନ୍ଦ ହେବ। ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା କ୍ୟାପଟିଭ୍ ଜେନେରେଟିଂ ପ୍ଲାଣ୍ଟ୍‌ସ (ସିଜିପି) ଉପରେ ଗ୍ରିଡ୍‌ ସେବା ଶୁଳ୍କ ବସାଇବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ନିର୍ଦିଷ୍ଟ ଚିଠା ଅଧିନିୟମ, ୨୦୨୬ ଜାରି କରିଛି। ଓଇଆରସି…

ଓଭରଆକ୍ଟିଭ୍ ବ୍ଲାଡର ସିଣ୍ଡ୍ରୋମର କାରଣ କଣ?

ଅନେକ ଲୋକଙ୍କୁବାରମ୍ବାର ପରିସ୍ରାସମସ୍ୟାର ଶିକାର ହୁଅନ୍ତି। ପରୀକ୍ଷାରୁ ନା ମଧୁମେହ ଜଣାପଡ଼େ ନା ପ୍ରୋଷ୍ଟେଟ୍ ନା ଅନ୍ୟ କୌଣସି ସଂକ୍ରମଣ ଚିହ୍ନଟ ହୁଏ। ଏପରି ପରିସ୍ଥିତିରେ, ବାରମ୍ବାର ପରିସ୍ରା ହେବାର କାରଣ କ'ଣ ? ଏପରି ପରିସ୍ଥିତିରେ, ଅତ୍ୟଧିକ ସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ ଏହାର…

ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱଭାବିକଠାରୁ ଅଧିକ ଶୀତ ରହିବ

ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱଭାବିକଠାରୁ ଅଧିକ ଶୀତ ରହିବ । ଶୀତ ଲହରି ଜାରି ରହିବ । ଶୁକ୍ରବାରଠୁ ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ । ସେହିପରି…

ଜାଣନ୍ତୁ ଆଜିର ରାଶିଫଳ

ମେଷ : ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବୁଦ୍ଧିମାନ୍‌ ହେବେ। ମଣି-ଭୂଷଣାଦିଯୁକ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ବୃଷ : ସର୍ବୋଚ୍ଚ ଆସନରେ ଆସୀନ ହୋଇପାରନ୍ତି। ଗୁଣବାନ୍‌ ହେବେ।…