ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଲୋକସେବା ଭବନରେ ଉନ୍ମୋଚିତ

ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ…

ନବୀନ ନିବାସର ବୈଠକ ପରେ ପ୍ରତିକ୍ରିୟା ରଖିଲେ କଳିକେଶ: ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି, ‘୨୦୨୯ରେ ବି…

ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଦ୍ୱିତୀୟ ନେତୃତ୍ୱ ଘମାସାନ ଉପରୁ ହଠିଛି ପରଦା । ନବୀନ ନିବାସର ବୈଠକରେ ପରେ ଏନେଇ ଖୁଲାସା କରିଛନ୍ତି ନିଜେ କଳିକେଶ ନାରାୟଣ ସିଂହଦେଓ । ଖୋଲାଖୋଲି କହିଲେ ଦ୍ୱିତୀୟ ନେତୃତ୍ୱ ନେବାର ପ୍ରଶ୍ନ ଉଠୁନି । ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି…

ସରିଲା ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ,୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ସରିଲା ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଜାତୀୟ ଢାଞ୍ଚାରେ ହେବ ନୀତି । ଦୁବାଇ ସିଙ୍ଗାପୁର…

ସକାଳ ବ୍ରେକଫାଷ୍ଟରେ ଓଟ୍ସକୁ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଲାଭ

ସୁସ୍ଥ ଶରୀର ପାଇଁ ସକାଳର ବ୍ରେକଫାଷ୍ଟ ଜରୁରୀ ହୋଇଥାଏ । ସକାଳ ଖାଦ୍ୟ ଯେତିକି ହେଲଦି ହେବ ଶରୀର ସେତେ ସୁସ୍ଥ ରହିବ । ତେଣୁ ସକାଳ ବ୍ରେକଫାଷ୍ଟରେ ହେଲଦି ଖାଦ୍ୟ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ସମୟରେ ଅନେକ ଲୋକ ସେମାନଙ୍କ ଖାଇବା ପିଇବା ପ୍ରତି ଖୁବ୍ ସଚେତନ ହୋଇ ଉଠିଛନ୍ତି । ତେଣୁ ଉତ୍ତମ…

ଆଜି ଠାରୁ ୭ ଫେବୃଆରୀ ଯାଏଁ ଯୋରନ୍ଦାରେ ମହିଳା ମେଳା

ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି  । ଆଜି ଓ ଆସନ୍ତା କାଲି ୨ ଦିନ ମହିମା ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଆଜି ମାଘ ଚତୁର୍ଦ୍ଦଶୀ ରେ ମହିମା ଧର୍ମ ର ମୁଖ୍ୟ ଗୁରୁ ଅଲେଖ ଗୋସେଇଁ ଙ୍କ ଦେହତ୍ୟାଗ ହୋଇଥିଲା  ।…

ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ରହିବ

ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ତେବେ ୪ ତାରିଖ ଯାଏ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆପଣ ଉର୍ଜାଳୁ ରହିବେ। ଜୀବନରେ ନୂତନ ଜିନିଷ ଅନୁସନ୍ଧାନ କରନ୍ତୁ । ଆପଣଙ୍କର ଆର୍ଥିକ ପରିଚାଳନା ବୁଦ୍ଧିମାନର ସହିତ କରନ୍ତୁ । ଯଦି ଆବଶ୍ୟକ ହୁଏ, ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କ ବୃତ୍ତିଗତ ଜୀବନରେ ସବୁକିଛି ଠିକ୍ ରହିବ । ଆପଣ ଆପଣଙ୍କର ଲକ୍ଷ୍ୟ ପ୍ରତି ପ୍ରେରଣାଦାୟକ…

ବ୍ୟାନ ହେବନି ପାନ ମସଲା

ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।…

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ପୁଣି ଥରେ ସ୍ନାନ କରିବାକୁ ଅନୁମତି ଦେବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ…

ପ୍ରୟାଗରାଜ ମାଘ ମେଳା ସହିତ ଜଡିତ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ମାମଲା ଏବେ ଅଧିକ ଗମ୍ଭୀର ହୋଇଯାଇଛି । ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ପୁଣି ଥରେ ସ୍ନାନ କରିବାକୁ ଅନୁମତି ଦେବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ଏହି ସମ୍ପୂର୍ଣ୍ଣ…

ମହିଳା ପ୍ରିମିୟର୍‌ ଲିଗ୍‌ : ସିଧାସଳଖ ଫାଇନାଲ୍‌ ଖେଳିବ ଆର୍‌ସିବି

ଚଳିତ ମହିଳା ପ୍ରିମିୟର୍‌ ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)ରେ ଆର୍‌ସିବି ସିଧାସଳଖ ଫାଇନାଲ୍‌ ଖେଳିବ। ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଆର୍‌ସିବି ଗୁରୁବାର ୟୁପି ୟାରିୟର୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଆର୍‌ସିବି ୮ରୁ ୬ ବିଜୟ ସହ ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛି। ଗୁରୁବାର ମେଗ୍‌…