ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ କ୍ରୀଡ଼ାରେ ମଶାଲ ଧରିବେ ଅଭିନବ ବିନ୍ଦ୍ରା
ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥବା ଶୀତକାଳୀନ କ୍ରୀଡ଼ାରେ ମଶାଲଧାରକ ଭାବେ ଚୟନ କରାଯାଇଛି। ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ ଆସନ୍ତା ବର୍ଷ ଫେବ୍ରୁଆରି ୬ରୁ ୨୨ ପର୍ଯ୍ୟନ୍ତ ଇଟାଲିର ମିଲାନ ଓ କୋର୍ଟିନା ଡି’ ଆମ୍ପେଜୋରେ ଅନୁଷ୍ଠିତ ହେବ। ଏହି…