ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଆଜି ଅଁଳା ନବମୀ । ଚଳଚଞ୍ଚଳ ସାକ୍ଷୀଗୋପାଳ। ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ରାତି ୩ଟାରୁ ଭକ୍ତଙ୍କ ଭିଡ଼। ଲାଗିଛି । ଆଜି ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ବାଙ୍କ ଚାହାଣିରେ ଦର୍ଶନ ଦେଉଛନ୍ତି। ସେହିପରି ପ୍ରଭୁ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ମନ୍ଦିର…