୧୮ ମାସ ପାଇଁ ଗୁଗଲ୍ ଏଆଇ ପ୍ରୋ ପ୍ଲାନ୍ ମାଗଣା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ…