ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିବ
ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିଯିବ। ଏହି ମିଶ୍ରଣ ପ୍ରସ୍ତାବକୁ ଏନ୍ସିଏଲ୍ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ) ମଞ୍ଜୁରି ପ୍ରଦାନ କରିଛି। ଏନ୍ସିଏଲ୍ଟି ନୂଆଦିଲ୍ଲୀର ୨ ଜଣିଆ ଖଣ୍ଡପୀଠ ଯଥା ସଭାପତି ରାମଲିଙ୍ଗମ୍ ସୁଧାକର…