ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ହତ୍ୟା

ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ ଗକେବରହା ସହରସ୍ଥିତ ବେଥେଲ୍‌ଡର୍ପଠାରେ ନିଜ…

ମହାରାଷ୍ଟ୍ର ଆଣିବ ବାଧ୍ୟତାମୂଳକ ଧର୍ମାନ୍ତରିକରଣ ଓ ଲଭ୍‌ ଜିହାଦ ବିରୋଧରେ ଆଇନ

ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍‌ ଜିହାଦ ବିରୋଧରେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି…

ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୋନୟନ,କାହା ନାଁରେ ବାଜିବ ମୋହର

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିଥିବାବେଳେ ସରକାର ଗଠନ ବିଳମ୍ବିତ ହୋଇଛି। ବିଜେପି ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳ ଚୂଡାନ୍ତ କରିପାରି ନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ଦେହ ଲାଗି ରହିଥିବାବେଳେ ସୋମବାର ଏ…

ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି ବିଜେପି

ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ କିଛି ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିସାରିଥିବା ବେଳେ ରବିବାର ଆଉ ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଦଳ ପକ୍ଷରୁ…

ଜାଣନ୍ତୁ କେଉଁ ରାଶିକୁ ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ଦେବା ଖୁସି ଖବର ?

ମେଷ : ଆଜି ପାରିବାରିକ କଳହ କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଅଟକି ରହିଯାଇଥିବା କାମ ଯଥାଶୀଘ୍ର ଶେଷକରିବା ସକାଶେ ଚିନ୍ତା କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ ସଭାସମିତି, ସାଂସ୍କୃତିକ କାର୍ଯ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବାଦାନୁବାଦ କାରଣରୁ ବ୍ୟବସାୟରେ କେତେକ…

ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ

ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଭୂମ୍ପର କେନ୍ଦ୍ରସ୍ଥଳ…

ଆଜି ଆସିବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍

ଆଜି ବିଧାନସଭାରେ ଉପସ୍ଥାପିତ ହେବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍ । କଣ ଆସିବ ନୂଆ ଯୋଜନା। ପୂର୍ବ ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ । ଏ ଆକଳନ ଆରମ୍ଭ ହୋଇଛି । ସେପଟେ ଅର୍ଥନୀତି ସର୍ଭେ ରିପୋର୍ଟରେ, ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ କମିଛି ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି ।…

ପନିର ଓ ମସରୁମ ମଧ୍ୟରୁ କେଉଁଟା ୱେଟ୍ ଲସ୍ ପାଇଁ ଭଲ

ଆଜିକାଲି ଡାଏଟିଂର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଲୋକେ ଓଜନ କମାଇବା ପାଇଁ କିଟୋ ସମେତ ଅନେକ ପ୍ରକାରର ଡାଏଟ୍ ଫଲୋ କରୁଛନ୍ତି । ୱେଟ୍ ଲସ୍ ପାଇଁ ଡାଏଟ୍ ଏକ୍ସପର୍ଟ ଛତୁ ଏବଂ ପନିର୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ପ୍ରୋଟିନର ପ୍ରଭାବଶାଳୀ ସୋର୍ସ ହୋଇଥାଏ ।…

ମହାକୁମ୍ଭରେ ଆସ୍ଥା ଉପରେ ଭାରିପଡିଛି ଶିକ୍ଷା, ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ମହାକୁମ୍ଭରେ ଆସ୍ଥା ଉପରେ ଭାରିପଡିଛି ଶିକ୍ଷା । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ, ଗାଡି ମୋଟର ବାବାଜୀ ଓ ମାତାଜୀଙ୍କ ସମାଗମକୁ ନଜରରେ ରଖି ଉତ୍ତରପ୍ରଦେଶ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଘଣ୍ଟ ଘଣ୍ଟା, ଝାଞ୍ଜ ମୃଦଙ୍ଗ ଓ ଶ୍ରଦ୍ଧାଳୁଙ୍କ ଗମନା ଗମନକୁ ନଜରରେ ରଖି ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ…

ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି

ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆଇପିଏଲ୍‌ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଛି…