ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ : କହିଲେ ଦଳ ଛାଡି ପଳାନ୍ତୁ

ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ନେତା ମୋକିମଙ୍କ ଚିଠି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବାକୁ ନେଇ ମଧ୍ୟ ଏଆଇସିସି ଅବଗତ ରହିଛି। ଏସବୁ ଉପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ବିଶେଷ ଭାବେ ନଜର ରଖି ସମସ୍ତ ଘଟଣାକୁ ଅନୁଧ୍ୟାନ କରିଛନ୍ତି। ମହମ୍ମଦ ମୋକିମ୍ ଯେଉଁଭଳି ଭାବେ…

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ, ଦୁଇ ମୃତ ଅନେକ ଆାହତ

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ । ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ରିପୋର୍ଟ କରିଛି ଯେ ରବିବାର ବ୍ରାଉନ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଅନେକ ଲୋକଙ୍କୁ ଗୁଳି କରାଯାଇଛି। ଏହା ପରେ, ଆଇଭି ଲିଗ୍ ସ୍କୁଲରେ…

ସକାଳୁ ଖରାରେ ବସିବାକୁ ଆଦୌ ଭୁଲନ୍ତୁନି

ସକାଳ ସମୟ ହିଁ ଆପଣଙ୍କ ପୂରା ଦିନ ପାଇଁ ଫୂର୍ତ୍ତି ଏବଂ ମୁଡ୍ ସେଟ୍ କରିଥାଏ ।  ହେଲେ ଏ ସକାଳ ଟା ଯଦି ଖରାପ ଯାଏ ତାହେଲେ ପୂରା ଦିନ ଖରାପ ହୋଇଯିବ ।  ଆପଣଙ୍କ ସକାଳର ଅଭ୍ୟାସ ଉପରେ ଆପଣଙ୍କର ଦିନଟା ନିର୍ଭର କରେ । ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ଆମେ ଏପରି କିଛି କରୁ ଯାହା ଦିନଟା…

ସୁନା ଓ ରୁପା ଦରର ଅସ୍ୱାଭାବିକ ବୃଦ୍ଧି

ଚଳିତ ବର୍ଷ (୨୦୨୫) ସୁନା ଏବଂ ରୁପା ମୂଲ୍ୟରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଉଭୟ ଧାତୁରେ ବହୁଳ ବୃଦ୍ଧି ରେକର୍ଡ କରାଯାଇଛି, ଯାହାକି ଭାରତୀୟ ବଜାରରେ ବିନିଯୋଗକାରୀ ଏବଂ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।ଯେକୌଣସି ସମୟରେ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା, ଭୌଗୋଳିକ…

କୋଲକାତା ଷ୍ଟାଡିୟମ୍ ହଙ୍ଗାମା: ଫୁଟବଲ୍ ପ୍ରଶଂସକଙ୍କ ଉତ୍ପାତ ଘଟଣାର ତଦନ୍ତ ପାଇଁ କମିଟି ଗଠିତ

କୋଲକାତା ଷ୍ଟାଡିୟମ୍‌ରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ପ୍ରଶଂସକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଷ୍ଟାଡିୟମ୍ ଭିତରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହି ଉତ୍ପାତ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ତଦନ୍ତ କମିଟିର ରିପୋର୍ଟ…

ତିରୁଅନନ୍ତପୁରମ୍‌ରେ ୪୫ ବର୍ଷର ବାମପନ୍ଥୀ ଦଖଲ ଶେଷ

କେରଳ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତିରୁଅନନ୍ତପୁରମ୍ କର୍ପୋରେସନ ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ କେବଳ ଏକ ସାଧାରଣ ନିର୍ବାଚନ ଫଳାଫଳ ନୁହେଁ,…

ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ଜୀନଜୀବନ

କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଥମାଳ…

ଏହି ରାଶିମାନଙ୍କର ଭାଗ୍ୟ ୨୦୨୬ରେ ଚମକଦାର ହେବ

ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରେ। ଏହା ଜୀବନ ଉପରେ ଶୁଭ ଏବଂ ଅଶୁଭ ଉଭୟ ପ୍ରଭାବ ପକାଇପାରେ। ୨୦୨୬ ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷରେ ଗ୍ରହ ସ୍ଥିତି ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ। ଏହି ରାଶିଗୁଡ଼ିକୁ ନୂତନ ବର୍ଷରେ କୌଣସି ଅସୁବିଧାର…

ପାକିସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ

ପାକିସ୍ତାନରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଶନିବାର ସନ୍ଧ୍ୟା ପ୍ରାୟ ୬:୪୪ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୧୪ ଉତ୍ତର ଏବଂ ୬୯.୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । କେବେ ଭୂମିକମ୍ପରେ କୌଣସି ମୃତାହତ ରିପୋର୍ଟ ମିଳିନାହିଁ । ଜାତୀୟ…

ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍

ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ…