ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀ ହେଲେ ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର’

ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍‌ ଡିଭା…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି। ସୂଚନାନୁଯାଇ, ୭୩ ବର୍ଷୀୟ…

କର୍ଣ୍ଣାଟକରେ ଇସ୍ରାଏଲର ମହିଳା ଗଣଦୁଷ୍କର୍ମର ଶିକାର: ବିରୋଧ କରିବାରୁ ଓଡ଼ିଆ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକରେ ଇସ୍ରାଏଲର ଜଣେ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା‌ ଲେଫ୍‌ଟ ବ୍ୟାଙ୍କ କେନାଲ୍‌ ନିକଟରେ ଏହି ଘଟଣା ଘଟିଛି।…

ଯଦି ଆପଣ କୁଲରରୁ ଥଣ୍ଡା ପବନ ଚାହୁଁଛନ୍ତି, ତେବେ ଏଥିରେ ସଠିକ୍ ପରିମାଣର ପାଣି ଭର୍ତ୍ତି ହେବା ଗୁରୁତ୍ୱପୂର୍ଣ୍ଣ

କୁଲର ବ୍ୟବହାର କରିବା ସମୟରେ, ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ପଡିବ। ଅନେକ ସମୟରେ ଲୋକମାନେ ଏପରି ଭୁଲ କରନ୍ତି ଯାହା ଯୋଗୁଁ କୁଲର ଥଣ୍ଡା ପବନ ବଦଳରେ ଗରମ ପବନ ବହିବାକୁ ଆରମ୍ଭ କରେ। ଯଦି ଆପଣ ମଧ୍ୟ ଆପଣଙ୍କ କୁଲରରୁ ସମ୍ପୂର୍ଣ୍ଣ ଥଣ୍ଡା ପାଉନାହାଁନ୍ତି ଏବଂ ଆପଣଙ୍କୁ…

ଜୟ ନାରାୟଣ ମିଶ୍ରଙ୍କ ବୟାନ ଗ୍ରହଣୀୟ ନୁହେଁ

ଜୟନାରାୟଣଙ୍କ ବିବାଦୀୟ ବୟାନକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ତେବେ କେବଳ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇନାହିଁ ସାରା ରାଜ୍ୟରେ ଏନେଇ ଆଲୋଚନା ଚାଲିଛି । ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେବା ତାଙ୍କ ଅଭ୍ୟାସ ବୋଲି ବିଜେଡି କହିଛି ।…

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ପରଲୋକ

ଆଉ ନାହାଁନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ  । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।  ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକ ପ୍ରିୟ ଜନ ନେତା ଓ…

ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ଗିଲଙ୍କ…

ଆଜିର ରାଶିଫଳ

ମେଷ : ଯେଉଁ କାମ ବିଷୟରେ ଚିନ୍ତା କରୁଛନ୍ତି, ସେଥିରେ ଅସୁବିଧା ରହିବ ନାହିଁ। ଆନୁଷ୍ଠାନିକ କାମ ସକାଶେ ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟବସାୟ, ପରିବହନ ଏବଂ ନିର୍ମାଣରୁ ସଫଳତା ମିଳିବ। ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ଅର୍ଥ…

ଆଜି ହିତାଧିକାରୀଙ୍କ ଖାତାକୁ ଯିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ପାଞ୍ଚଟି ପର୍ଯ୍ୟାୟରେ ମୋଟ ୧କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ପାଇଥିବାବେଳେ ଶନିବାର ଗୋଟିଏ ଦିନରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା…

ମୁମ୍ବାଇ ଛାଡିଲେ ଅନୁରାଗ କଶ୍ୟପ

ଅନୁରାଗ କଶ୍ୟପଙ୍କୁ ନେଇ ଏବେ ବଲିଉଡରେ ଖୁବ୍ ଚର୍ଟ୍ଟା । ତେବେ ଅନୁରାଗ ବଲିଉଡ୍କୁ କହିଛନ୍ତି ବାଏ ବାଏ ।  ସେ ବଲିଉଡ୍ ଛାଡିଦେଇଛନ୍ତି  ।  ଯାହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଖବର ଶୁଣି କିଛି  ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ସେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର,…