ଅବସର ଗୁଜବ ମିଛ – ରବିନ୍ଦ୍ର ଜାଡେଜା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଏକଦିବସୀୟ ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ,…

ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କଲେ ନୀତା ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଫିଟନେଟ ଚର୍ଚ୍ଚାରେ ରହିଆସିଛି। ଆନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ଫିଟନେସକୁ ନେଇ ଆଲୋଚନା କରିବା ସହିତ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ୫୦ ଏବଂ ୬୦ ବର୍ଷ ବୟସରେ…

୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ କଲେ ଆଶାକର୍ମୀ

ତାତିଲେ ଆଶାକର୍ମୀ । ୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ । ଡବଲ ଇଞ୍ଜିନ ସରକାରକୁ କରିଛନ୍ତି ଟାର୍ଗେଟ । ଦାବି ପୂରଣ ନହେବା ଯାଏ ଲୋୟର ପିଏମଜି ନଛାଡିବାକୁ ନିଷ୍ପତ୍ତି ନେଇଛି ସଂଘ । ଆଶାକର୍ମୀଙ୍କର ଏପରି ଗର୍ଜନରେ କମ୍ପିଉଠିଛି ରାଜଧାନୀ…

ଆଜି କିଛି ସମୟ ଅଚଳ ହୋଇଥିଲା ‘ଏକ୍ସ’

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଆଜି ଏକ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏକ୍ସର ସେବା ଅଚଳ ହୋଇଯାଇଥିଲା, ଯାହା ଫଳରେ ଆପ୍ ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁସାରେ, ସୋମବାର, ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ପ୍ରାୟ…

ବଲିଉଡ୍‌ରେ ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର

ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ଶୁଟିଂ ଶେଟ୍‌ର ଏକ…

ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ

ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏଥର ବେପାର…

ମାର୍କ କାର୍ନି ହେବେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ମାର୍କ କାର୍ନି ହେବେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ। ମାର୍କ କାର୍ନି ୮୬% ଭୋଟ ପାଇ ଲିବେରାଲ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି। ଜଷ୍ଟିନ୍‌‌ ଟ୍ରୁଡ୍ରୋଙ୍କ ଜାଗା ନେବେ ମାର୍କ କାର୍ନି। ଜାନୁଆରୀରେ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ଜଷ୍ଟିନ ଟ୍ରୁଡୋ।ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କରରୁ…

ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ଆଜି ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ…

ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ କଂଗ୍ରେସ ସୋମବାର ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ବିଗତ ୮ମାସର ଡବଲ ଇଞ୍ଜିନ ସରକାରରେ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ି…

୧୨ ରୁ ୧୬ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ପ୍ରବଳ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗର…

ରାଜ୍ୟରେ ବଢୁଛି ଦିନ ତାପମାତ୍ରା। କେଉଁଠି ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରହୁଛି ତ ଆଉ କେଉଁଠି ୩୮ ଡିଗ୍ରୀ, କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ମାଡ଼ି ଆସୁଛି ଗ୍ରୀଷ୍ମପ୍ରବାହ। ଡହଡହ ଖରାରେ ସିଝିବ ଓଡ଼ିଶା। ଉତ୍ତର, ପଶ୍ଚିମ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ…

ଆଜିର ରାଶିଫଳ

ମେଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବାର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମପ୍ରବର ଓ କର୍ମଠ ହେବେ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନମ୍ର ସ୍ବଭାବସମ୍ପନ୍ନ ହେବେ। ବୃଷ: ନର୍କରୁ ପ୍ରାଣ ପାଇବା ଭଳି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସୂତ୍ରରୁ ବିପୁଳ ଅର୍ଥ…