ଓଡ଼ିଶାର ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା…

ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ପୈତୃକ ସମ୍ପତ୍ତି ବିବାଦକୁ ନେଇ ଜୀବନ ପ୍ରତି ବିପଦ ଥିବା ନେଇ ଥାନାର ଦ୍ବାରସ୍ଥ ହେଲେ ଅଭିନେତା ସାତ୍ତ୍ୱକି ମିଶ୍ର

ଅଭିନେତା ସାତ୍ତ୍ୱକି ମିଶ୍ରଙ୍କ ଜୀବନ ପ୍ରତି ବିପଦ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ । ହତ୍ୟା କରିଦେବା ଭଳି ଧମକ ଅଭିଯୋଗ ହୋଇଛି । ଏନେଇ ଡିସିପିଙ୍କ ନିକଟରେ ଫେରାଦ୍ ହେଲେ ଅଭିନେତା ସାତ୍ତ୍ୱକି ମିଶ୍ର । ଏମିତିକି ତାଙ୍କ ପତ୍ନୀଙ୍କୁ ବି ଅଶାଳୀନ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।…

ସାମ୍ନାକୁ ଆସିଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ମର୍ଡର ଲିଙ୍କ,ପ୍ରେମ ସମ୍ପର୍କ ବିଷୟରେ ଜାଣିଦେଲେ ବୋଲି ତଣ୍ଟି କାଟି…

ଶିଶୁଭବନ ଓଭରବ୍ରିଜ୍ କାର୍ ଦୁର୍ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ମର୍ଡର ଲିଙ୍କ। କାଲି ହତ୍ୟାର ଶିକାର ଯୁବକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ କାର୍ ଚଲାଉଥିଲେ। ହତ୍ୟା ଖବର ପାଇ ଭୟଭୀତ କାର୍ ମାଲିକ ଅନ୍ୟ ଏକ ଡ୍ରାଇଭର ଠିକ କରି ଗାଡ଼ି ନେବା ପାଇଁ…

ପାନରେ ବ୍ୟବହୃତ ତମାଖୁ ଶର୍କରା ମେଟାବୋଲିଜିମକୁ ପ୍ରଭାବିତ କରିପାରେ

ଭାରତରେ ଅନେକ ଲୋକ ସାଧାରଣତଃ ପାନ ଖାଆନ୍ତି। ଅନେକ ଲୋକ ତ ଏଥିରେ ପୁରା ଅଭ୍ୟସ୍ତ ଥାଆନ୍ତି। କିନ୍ତୁ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠେ ମଧୁମେହ ରୋଗୀମାନେ ପାନ ଖାଇପାରିବେ କି? ଆସନ୍ତୁ ଜାଣିବା ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ? ବିଶେଷଜ୍ଞଙ୍କ ମତରେ ମଧୁମେହ ପୀଡିତ ବ୍ୟକ୍ତିମାନେ ପାନ…

ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ପ୍ରେମୀ ଯୁଗଳ

‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ଅଢେଇ ଅକ୍ଷର ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଦିବସର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ପ୍ରଥମ ଦିନ ଗୋଲାପ ଡେ ଥିଲା ଏବଂ ଅନେକ ପୁଅ ଝିଅ ଗୋଲାପ ଦେଇ ପ୍ରପୋଜ କରିଥିବା…

ଏଣିକି କଲବଲ କରିବ ତାତି, ଆଜି ଠୁ ବଢିବ ରାତି ତାପମାତ୍ରା

ସରିଗଲା ଥଣ୍ଡା । ଏଣିକି କଲବଲ କରିବ ତାତି । ସୋମବାରଠାରୁ ରାତି ତାପମାତ୍ରା ବଢ଼ିବ । ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଏହା ପ୍ରଭାବରେ ଶୀତ କମିଯିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ରହିବ ।…

ଆଜିର ରାଶିଫଳ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟ ଏବଂ ଆର୍ଥିକ ଲାଭରେ ଆପଣଙ୍କୁ ସଫଳତା ମିଳିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ ମନ ଅଶାନ୍ତ ରହିପାରେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ ହେବ । ପ୍ରିୟଜନଙ୍କ ସହିତ ମତଭେଦ ସମ୍ଭବ । ଆପଣ ଆଧ୍ୟାତ୍ମିକତା…

ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଲେ RSS…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବିଶେଷ କରି ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ସେ ‘୩ ସନ୍ତାନ’ ନୀତି ଏବଂ ପାରିବାରିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ…

ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା ।…

ଭାରତ ଏବଂ ମାଲେସିଆ ଆର୍ଥିକ ପରିବର୍ତ୍ତନ ପାଇଁ ଏକ ଦୃଢ଼ ପଥ ନିର୍ଦ୍ଧାରଣ କରିବେ – ପ୍ରଧାନମନ୍ତ୍ରୀ ମୋଦୀ

ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବେ। ସେ ସ୍ପଷ୍ଟ ଭାବରେ କହିଛନ୍ତି…