ଆଜି ରାଜ୍ୟର ୧୫୬ ବାର୍‌ରେ ନିର୍ବାଚନ

ଆଜି ରାଜ୍ୟର ୧୫୬ ବାର୍‌ରେ ନିର୍ବାଚନ । ବାର ଆସୋସିଏସନ୍‌ର ସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ଉପସଭାପତି, ପାଠଗାର ସମ୍ପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ ଆଦି ପଦ ପାଇଁ ନିର୍ବାଚନ ହେଉଛି । ଏଥିରେ ୩୭ ହଜାର ୨୫୩ ଜଣ ଆଇନଜୀବୀ ଭୋଟ୍ ଦେବେ। ‘ୱାନ୍ ବାର୍‌, ୱାନ୍ ଭୋଟ୍’ ନିୟମରେ ନିର୍ବାଚନ…

ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଏପ୍ରିଲ ୧୪ ତାରିଖରେ ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ…

ଭିଆରଏସ୍‌ ନେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ

ଭିଆରଏସ୍‌ ନେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ । ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । କିଛି ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା,କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ…

ମେଥି କାହିଁକି ଉପକାରୀ ଏବଂ ଏହାକୁ କିପରି ଖାଇବେ?

ଶାରୀରିକ ଗଠନକୁ ବିଗାଡି ଦିଏ ପେଟରେ ଚର୍ବି ବୃଦ୍ଧି। ଏଥିପାଇଁ ଅନେକ ଲୋକ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ ହୋଇପାରେ ବୋଲି ଜାଣନ୍ତି କି? ଆଜ୍ଞା ହଁ... ମେଥିରେ ଏପରି କିଛି ଉପକାରୀ ଗୁଣ ରହିଛି, ଯାହା ପେଟରେ…

ଆହୁରି ୨ଦିନ ଯାଏଁ ରାଜ୍ୟରେ ଲାଗିରହିବ ତାତି,ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ୨ଦିନ ଯାଏଁ ରାଜ୍ୟରେ ଲାଗିରହିବ ତାତି, ଅସହ୍ୟ ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ । ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର  ଓ…

ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌: ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍‌ରେ ହରାଇ‌ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚଳିତ ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍‌ରେ ହରାଇ‌ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏଥି ସହ ଆର୍‌ସିବି ୨ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛି। ଚେନ୍ନାଇ ସୁପର୍ କିଙ୍ଗ୍ସ ସମ୍ମୁଖରେ ୧୯୭ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ…

ଆସନ୍ତୁ ଜାଣିବା ନବରାତ୍ରୀରୁ କେଉଁ ରାଶିର ବ୍ୟକ୍ତିଙ୍କ ଭଲ ଦିନ ଆସିବାକୁ ଯାଉଛି

ଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରୁ ଚୈତ୍ର ନବରାତ୍ରୀ, ଯାହାର ସମାପନ ଏପ୍ରିଲ ୭ରେ ହେବ। ନବରାତ୍ରୀ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ରୂପକୁ ସମର୍ପିତ ହୋଇଥାଏ। ମାର୍ଚ୍ଚ ୩୦ ରବିବାର ପଡ଼ୁଛି, ଅର୍ଥାତ୍ ଏଥର ନବରାତ୍ରୀ ରବିବାରଠାରୁ ଆରମ୍ଭ ହେଉଛି। ତେଣୁ ମା’ ହାତୀ ବାହାନରେ ଆସିବେ।…

ସ୍ୱାସ୍ଥ୍ୟଗତ କାରଣରୁ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ତିନି ମାସର ଜାମିନ ପ୍ରଦାନ କରିଛନ୍ତି

ଗୁଜୁରାଟ ହାଇକୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ  ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ତିନି ମାସର ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ, ଜଷ୍ଟିସ୍ ଇଲେଶ ଭୋରାଙ୍କ ରାୟକୁ ଜଷ୍ଟିସ୍ ଏଏସ୍ ସୁପେହିଆ ସମର୍ଥନ…

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ ଆମ ହାତ ପାହାନ୍ତାରେ ଏମିତି କିଛି ଜିନିଷ ଅଛି ଯାହା ଆମକୁ ଏସବୁ ରୋଗ ବା ସ୍ବାସ୍ଥ୍ୟ ସମସ୍ୟାଠାରୁ ସହଜରେ ଦୂରେଇ ରଖିପାରିବ। ହେଲେ ଆମେ ଏହାକୁ ନିୟମିତ…

‘କ୍ରିସ୍‌-୪’ର ନିର୍ଦ୍ଦେଶନା ଦେବେ ହ୍ରିତିକ୍ ରୋଶନ

‘କ୍ରିସ୍‌-୪’ ପାଇଁ ହାତ ମିଳାଇଛନ୍ତି ହ୍ରିତିକ୍ ରୋଶନ ଏବଂ ୟଶ୍ ରାଜ ଫିଲ୍ମସ୍। ଏନେଇ ସୂଚନା ପ୍ରଦାନ କରିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ରାକେଶ ରୋଶନ। ପୂର୍ବରୁ ରାଶେକ ନିଶ୍ଚିତ କରିଥିଲେ ଯେ କ୍ରିସ୍‌ର ଆଗାମୀ ପ୍ରୋଜେକ୍ଟର ସେ ନିର୍ଦ୍ଦେଶନା ଦେବେ ନାହିଁ। ସେଥିରୁ ପ୍ରଶଂସକ ବୁଝି…