ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ , ଉଦ୍ଧାର କାର୍ଯ୍ୟ ଜାରି
ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ହେଲେ କୌଣସି ଜନଜୀବନ ହାନି ସୂଚନା ନଥିବାବେଳେ ଆହତଙ୍କ ସଂଖ୍ୟା ବଢୁଥିବା ସୂଚନା ରହିଛି । ଏପରି ସ୍ଥଳେ ମେଡ଼ିକାଲ ଟିମ୍ ସହ ଏନଡିଆରଏଫ ଓ ଫାୟାର…