ଆସନ୍ତୁ ଜାଣିବା ନବରାତ୍ରୀରୁ କେଉଁ ରାଶିର ବ୍ୟକ୍ତିଙ୍କ ଭଲ ଦିନ ଆସିବାକୁ ଯାଉଛି
ଚୈତ୍ର ନବରାତ୍ରୀ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ରୂପକୁ ସମର୍ପିତ ହୋଇଥାଏ। ତେଣୁ ମା’ ହାତୀ ବାହାନରେ ଆସିବେ। ଶାସ୍ତ୍ରରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ରହିଛି, ଯେଉଁ…